Browsing Tag

chanakya bani

ଜାଣନ୍ତୁ ଚାଣକ୍ୟ ନୀତି ଅନୁସାରେ ଗୁରୁ କେମିତି ହେବା ଉଚିତ୍‌

ଚାଣକ୍ୟ ଥିଲେ ଜଣେ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ, ପରମ ଜ୍ଞାନୀ । ସେ ଥିଲେ  ଜଣେ ମହାନ ଓ ଶ୍ରେଷ୍ଠ ଗୁରୁ । ସେ ତାଙ୍କ ନୀତିବାଣୀ ଯୋଗୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକକୁ ଭାରତର ସମ୍ରାଟ କରାଇ ପାରିଥିଲେ । ଚାଣକ୍ୟଙ୍କ ନୀତିବାଣୀକୁ ମାନିବା ଦ୍ୱାରା ଜୀବନରେ ଅନେକ ସ୍ଥାନରେ…

ଚାଣକ୍ୟ ନୀତି : ଜୀବନରେ ସଫଳତା ପାଇବା ପାଇଁ ହେଲେ ତ୍ୟାଗ କରନ୍ତୁ ଏହି ୫ଟି ଜିନିଷ

ଚାଣକ୍ୟ ଜଣେ ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ ପରମ ଜ୍ଞାନୀ ଥିଲେ । ତାଙ୍କ ନୀତି ଦ୍ୱାରା ଆମ ଜୀବନରେ ଆସୁଥିବା ସମସ୍ୟାକୁ ସମାଧାନ କରିବା ପାଇଁ ସାହସ ମିଳିଥାଏ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କୌଣସି କାମରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତାହେଲେ ନିଜର ଲକ୍ଷ୍ୟ ନୁହେଁ , ସେହି କାମ…

ଚାଣକ୍ୟ ନୀତି : ଏହି ଜିନିଷକୁ ଭରସା କରୁଥିବା ଲୋକ ହୋଇଯାଆନ୍ତି ବରବାଦ,ହୋଇଯାଆନ୍ତୁ ସତର୍କ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା…

ମନୁଷ୍ୟକୁ ଅନ୍ୟମାନଙ୍କ ସହ କେବେ ବି କରିବା କଥା ନୁହେଁ ଏହି କାମ, ନଚେତ୍‌ ସାତ ଜନ୍ମ ଯାଏଁ ଭୋଗିବାକୁ ପଡ଼ିବ ନର୍କ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଓ ବିଚାର ଲୋକଙ୍କୁ କଠୋର ଲାଗୁଥିଲେ ମଧ୍ୟ ଏହା ଜୀବନର ସତ୍ୟତା କହିଥାଏ। ବ୍ୟସ୍ତ ଜୀବନରେ ଏହି ନୀତିବାଣୀକୁ ଲୋକମାନେ ଅଣଦେଖା କରିଥାନ୍ତି। କିନ୍ତୁ ଜୀବନର ପ୍ରତିଟି ଘାତ ପ୍ରତିଘାତ ବେଳେ ଏହା ହିଁ ବ୍ୟକ୍ତିକୁ ସାହାଯ୍ୟ କରିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ସେଭଳି ଏକ…

ବୁଦ୍ଧିମାନ ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ୪ଟି ନିୟମ, ସବୁଠାରେ ନିଶ୍ଚୟ ମିଳିବ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏବଂ ବିଚାର ହୁଏତ କଠୋର ଲାଗିପାରେ। କିନ୍ତୁ କଠୋରତା ହିଁ ଜୀବନର ସତ୍ୟତା। ସାଧାରଣତଃ ଲୋକେ ବ୍ୟସ୍ତବହୁଳ ଜୀବନରେ ଏହି ବିଚାରକୁ ଅଣଦେଖା କରିଥାନ୍ତି । କିନ୍ତୁ ଚାଣକ୍ୟଙ୍କ ଏହି ବିଚାର ଜୀବନର ପ୍ରତ୍ୟେକ ସ୍ତରରେ ଆପଣଙ୍କ ସାହାଯ୍ୟ କରିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ…

ଚାଣକ୍ୟ ନୀତି: ବିପଦ ବେଳେ ଏହି ୩ଟି କଥାକୁ କେବେ ବି ଭୁଲନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜୀବନରେ ସୁଖ ଦୁଃଖ ଏକ ସାଧାରଣ କଥା। ସମସ୍ତଙ୍କ ଜୀବନରେ ଭଲ ମନ୍ଦ ଅଛି। ଖରାପ ସମୟରେ ବ୍ୟକ୍ତି ନ ହଡ଼ବଡ଼େଇ ସାହସର ସହ ପରିସ୍ଥିତିର ସାମ୍ନା କରିବା ଆବଶ୍ୟକ। ସେହି ବ୍ୟକ୍ତି ଜୀବନରେ ସଫଳତା ଲାଭ କରେ ଯିଏ ବିପଦ ସମୟରେ ଧୈର୍ଯ୍ୟହରା ହୁଏ ନାହିଁ। ବିପଦ ବେଳେ…

ବିଜ୍‌ନେସ୍‌ କିମ୍ବା ପରିବାରରେ ଏହି ୩ ଜଣଙ୍କର ନିଷ୍ପତ୍ତି ଗୋଟିଏ ହେବା ଜରୁରୀ, ନଚେତ୍‌ ଭୟଙ୍କର ହୋଇପାରେ ପରିଣାମ

ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କ’ଣ କରିବାକୁ ପଡ଼ିବ ତାହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଚାଣକ୍ୟଙ୍କ ବାଣୀକୁ ଜୀବନରେ ଅନୁପାଳନ କଲେ କୌଣସି ସମସ୍ୟା କିଛି କ୍ଷତି କରିପାରିବ ନାହିଁ। ଚାଣକ୍ୟଙ୍କ କେତେକ ବିଚାର ମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟିଏ କହିବାକୁ ଯାଉଛୁ। ଚାଣକ୍ୟଙ୍କ ଅନୁସାରେ…

ଚାଣକ୍ୟ ନୀତି: ଜୀବନରେ ଏହି ୩ଟି କାମ କରିବା ପୂର୍ବରୁ ଆଉ ଥରେ ଚିନ୍ତା କରନ୍ତୁ, କେବେ ବି ଆସିବନି ଦୁଃଖ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତ୍ୟେକ ଜିନିଷକୁ ଖୁବ୍‌ ଗଭୀରତାର ସହ ଅଧ୍ୟୟନ କରିଛନ୍ତି। ସେ ଏକାଧାରାରେ ଥିଲେ ଜଣେ ଶିକ୍ଷକ, କୁଶଳୀ ଅର୍ଥଶାସ୍ତ୍ରୀ ଓ ସମାଜଶାସ୍ତ୍ରୀ। ଏଣୁ ତାଙ୍କ ଚାଣକ୍ୟ ନୀତିରେ ସବୁ ସମସ୍ୟାର ସମାଧାନ ରହିଛି। ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିଙ୍କ ଜୀବନରେ…

ଚାଣକ୍ୟ ନୀତି: ଏଭଳି ବ୍ୟକ୍ତି ଜୀବନରେ ସବୁବେଳେ ଦୁଃଖ ପାଇଥାନ୍ତି

ଲୋକମାନେ ନିଜ ସହ ସବୁବେଳେ ଭଲ ବନ୍ଧୁଙ୍କୁ ରଖିବାକୁ ଚାଣକ୍ୟ ନୀତିରେ କୁହାଯାଇଛି। ଭଲ ବନ୍ଧୁ ସବୁବେଳେ ଠିକ୍‌ ପରାମର୍ଶ ଦେଇଥାନ୍ତି। କିନ୍ତୁ ଯଦି ଆଖପାଖରେ ଭୁଲ ଲୋକ ଥାଆନ୍ତି ତେବେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱ ଉପୁଜେ। ଫଳରେ ଦିନେ ନା ଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଥାଏ। ଏଣୁ…

ଚାଣକ୍ୟ ନୀତି: ସଙ୍କଟ ସମୟରେ ଧନ ହିଁ ସାଜିଥାଏ ସବୁଠୁ ବଡ଼ ସାହାରା, ଏଭଳି କରନ୍ତୁ ସଞ୍ଚୟ

ଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଆଚାର୍ଯ୍ୟ ଚାଣକ୍ୟ ଜଣେ। ଚାଣକ୍ୟ ପ୍ରତ୍ୟେକ ଜିନିଷକୁ ଖୁବ ପରଖିବା ପରେ ସେନେଇ କିଛି ମନ୍ତବ୍ୟ ଦେଇଥାନ୍ତି, ଯାହା ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସଙ୍କଟ ସମୟରେ ଯେତେବେଳେ ସମସ୍ତେ ହାତ ଛାଡ଼ି ଦିଅନ୍ତି ସେତେବେଳେ କେବଳ ଗୋଟିଏ ଜିନିଷ…

ଚାଣକ୍ୟ ନୀତି: ମଣିଷ ମୃତ୍ୟୁର କାରଣ ସାଜିଥାଏ ଏହି ୪ଟି ଜିନିଷ, ତୁରନ୍ତ କରନ୍ତୁ ତ୍ୟାଗ

ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ ଜୀବନର କଠିନ ପରିସ୍ଥିତି ଏବଂ ରହସ୍ୟର ସମାଧାନ ଏବଂ ସେଥିରୁ ବାହାରକୁ ଆସିବା ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି । ଚାଣକ୍ୟଙ୍କ ଏହି ନୀତି ମାନବ ଜୀବନ ପାଇଁ ସର୍ବଦା ଉପଯୋଗୀ ବୋଲି ବିବେଚନା କରାଯାଏ । ଚାଣକ୍ୟ ନୀତିର ପଞ୍ଚମ…

ଚାଣକ୍ୟ ନୀତି: ବିବାହ ପୂର୍ବରୁ ସାଥୀଙ୍କ ବିଷୟରେ ଜାଣି ନିଅନ୍ତୁ ଏ ସମସ୍ତ କଥା, ଜୀବନ ସାରା ମିଳିବ ଆନନ୍ଦ

ବିବାହ କିମ୍ବା ପ୍ରେମ ସମ୍ପର୍କରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ଜୀବନ ଭଲରେ କଟିଥାଏ। ବେଳେ ବେଳେ ଲୋକମାନେ ଆକର୍ଷଣ ପାଇଁ ଅନ୍ୟ ସମସ୍ତ ଜିନିଷକୁ ଅଣଦେଖା କରିଦେଇଥାନ୍ତି, ଯାହାର ପରିଣାମ ସ୍ୱରୂପ ଜୀବନ ନଷ୍ଟ ହୋଇଯାଏ।…