ଏହି ଅଭ୍ୟାସକୁ କରନ୍ତୁ ଦୂର, ଚାଣକ୍ୟ ନୀତିରେ କ’ଣ ରହିଛି ସଫଳତାର ରହସ୍ୟ
ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ପରିଚିତ । ଯିଏ କି ଜଣେ ବିଦ୍ବାନ, ଶିକ୍ଷକ, ଅର୍ଥନୀତିଜ୍ଞ ଏବଂ ରାଜନେତା ଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମାର୍ଗଦର୍ଶନ କରି ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ନୀତି ଏବଂ…