Browsing Tag

chanakya niti

ଜାଣନ୍ତୁ ଚାଣକ୍ୟ ନୀତି ଅନୁସାରେ ଗୁରୁ କେମିତି ହେବା ଉଚିତ୍‌

ଚାଣକ୍ୟ ଥିଲେ ଜଣେ ରାଜନୀତିଜ୍ଞ, ଅର୍ଥଶାସ୍ତ୍ରୀ, ପରମ ଜ୍ଞାନୀ । ସେ ଥିଲେ  ଜଣେ ମହାନ ଓ ଶ୍ରେଷ୍ଠ ଗୁରୁ । ସେ ତାଙ୍କ ନୀତିବାଣୀ ଯୋଗୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକକୁ ଭାରତର ସମ୍ରାଟ କରାଇ ପାରିଥିଲେ । ଚାଣକ୍ୟଙ୍କ ନୀତିବାଣୀକୁ ମାନିବା ଦ୍ୱାରା ଜୀବନରେ ଅନେକ ସ୍ଥାନରେ…

ଚାଣକ୍ୟ ନୀତି : ଜୀବନରେ ସଫଳତା ପାଇବା ପାଇଁ ହେଲେ ତ୍ୟାଗ କରନ୍ତୁ ଏହି ୫ଟି ଜିନିଷ

ଚାଣକ୍ୟ ଜଣେ ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ ପରମ ଜ୍ଞାନୀ ଥିଲେ । ତାଙ୍କ ନୀତି ଦ୍ୱାରା ଆମ ଜୀବନରେ ଆସୁଥିବା ସମସ୍ୟାକୁ ସମାଧାନ କରିବା ପାଇଁ ସାହସ ମିଳିଥାଏ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କୌଣସି କାମରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତାହେଲେ ନିଜର ଲକ୍ଷ୍ୟ ନୁହେଁ , ସେହି କାମ…

ନୂଆ ବର୍ଷରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା, ତେଣୁ କେବେ ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏହି ଖାସ କଥା

ନୂଆ ବର୍ଷ ୨୦୨୩ ଆସିଯାଇଛି । ପ୍ରତି ବର୍ଷ ଭଳି ଲୋକେ ଚାହାଁନ୍ତି କି ନୂଆ ବର୍ଷ ତାଙ୍କ ଜୀବନରେ ସୁଖ ଓ ସମୃଦ୍ଧି ନେଇ କରି ଆସୁ । ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ ତାଙ୍କ ମୁଣ୍ଡ ଉପରେ ରହିଥାଉ । ହେଲେ ଲକ୍ଷ୍ମୀଜୀଙ୍କ କୃପା ସମସ୍ତଙ୍କୁ ପ୍ରାପ୍ତ ହୋଇ ନଥାଏ । ଯଦି ଚାଣକ୍ୟଙ୍କ ଧନକୁ ନେଇ କିଛି…

ଚାଣକ୍ୟ ନୀତି : ଭୁଲରେ ବି ଏହି ୫ କଥା କାହା ଆଗରେ କୁହନ୍ତୁ ନାହିଁ, ଖୁସି ଜୀବନ ହୋଇଯିବ ବରବାଦ

ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ କୁଟନୀତିଜ୍ଞ ଆଚାର୍ଯ୍ୟା ଚାଣକ୍ୟ ସଫଳ ଓ ସୁଖଦ ଜୀବନ ପାଇଁ କିଛି ଖାସ୍‌ କଥା କହିଛନ୍ତି । ଏହି କଥା ବ୍ୟକ୍ତିକୁ ଖରାପ ସମୟରେ ସାହାଯ୍ୟ କରିଥାଏ । ଏଥିସହିତ ସଂକଟରୁ ମଧ୍ୟ ରକ୍ଷା କରିଥାଏ । ଯେଉଁ ଲୋକ ଏହି କଥାକୁ ପାଳନ କରନ୍ତି, ସେମାନଙ୍କ ଜୀବନ ସଫଳ…

ଖରାପରୁ ଖରାପ ସମୟ ବି ଦୂରକୁ ଦୌଡିଥାଏ ଏହି ଲୋକଙ୍କ ଠାରୁ, ଜରୁର ଜାଣନ୍ତୁ ଏହାର କାରଣ

ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ କୁଟନୀତିଜ୍ଞ ଆଚାର୍ଯ୍ୟା ଚାଣକ୍ୟ ସଫଳ ଓ ସୁଖଦ ଜୀବନ ପାଇଁ କିଛି ଖାସ୍‌ କଥା କହିଛନ୍ତି । ଏହି କଥା ବ୍ୟକ୍ତିକୁ ଖରାପ ସମୟରେ ସାହାଯ୍ୟ କରିଥାଏ । ଏଥିସହିତ ସଂକଟରୁ ମଧ୍ୟ ରକ୍ଷା କରିଥାଏ । ଯେଉଁ ଲୋକ ଏହି କଥାକୁ ପାଳନ କରନ୍ତି, ସେମାନଙ୍କ ଜୀବନରେ ସଫଳ…

ଚାଣକ୍ୟ ନୀତି : ଏମିତି ଲୋକ ବୁଝି ନଥାନ୍ତି କାହାର ଦୁଃଖ, ଏମାନଙ୍କ ଠାରୁ ଯେତେ ଦୂରରେ ରହିବେ ଭଲ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟଙ୍କ ଜୀବନ ସହ ସମ୍ପର୍କିତ ମହତ୍ୱପୂର୍ଣ୍ଣ କଥା କହିଛନ୍ତି । ଯଦି ଚାଣକ୍ୟଙ୍କ ଏହି ନୀତିକୁ ଆଜି ବି ପାଳନ କରାଯାଏ,ତେବେ ବ୍ୟକ୍ତି ବହୁ ସମସ୍ୟାରୁ ରକ୍ଷା ପାଇପାରେ । ଏହାଛଡ଼ା ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କିଛି ଏପରି ଲୋକଙ୍କ ସମ୍ପର୍କରେ…

ଏହି କଥା ପାଇଁ ପତ୍ନୀଙ୍କ ଇସାରାରେ ନାଚିଥାନ୍ତି ପତି, ସାରା ଜୀବନ ହୋଇଯାଇଥାନ୍ତି ଜୋରୁ କା ଗୁଲାମ

ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ରରେ ବୈବାହିକ ଜୀବନ ସହ ଜଡିତ କିଛି କଥା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ଙ୍କର ଏପରି କିଛି ଗୁଣ ସମ୍ପର୍କରେ କୁହାଯାଇଛି, ଯାହାଦ୍ୱାରା ସେ ପରିବାର ଓ ପତିଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଆସନ୍ତୁ ଜାଣିବା କ’ଣ ସେହି ଗୁଣ । ଧାର୍ମିକ ମହିଳା ଚାଣକ୍ୟ ନୀତି…

ସ୍ତ୍ରୀ ଓ ପୁରୁଷ ସର୍ବଦା ଏକୁଟିଆ କରିବା କଥା ଏହି କାମ, ଚାଣକ୍ୟ କରିଛନ୍ତି ସତର୍କ

ଅଧିକାଂଶ କ୍ଷେତ୍ରରେ କୁହାଯାଇଛି ଯେ କୌଣସି ବି କାମ ଏକା କରିବ କଥା ନୁହେଁ । ସାଥି ହୋଇ କାମ କରିବା କଥା, ଏହାଦ୍ୱାରା କାମ ସହଜ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କିଛି ଏପରି କାମ ବିଷୟରେ କହିଛନ୍ତି, ଯାହାକୁ ମହିଳା ଓ ପୁରୁଷ ଅଲଗା ଅଲଗା କରିବା କଥା । ମହିଳା ଓ ପୁରୁଷ ଯଦି…

କୁଳକୁ ଉଜ୍ଜଳ କରିଥାଏ ଏମିତି ସନ୍ତାନ, ସୁଖି ରହିଥାନ୍ତି ପୁରା ପରିବାର, ମାନିଲେ ଚାଣକ୍ୟ ନୀତି

ପ୍ରତ୍ୟେକ ମାତା-ପିତା ଚାହାଁନ୍ତି କି ତାଙ୍କର ସନ୍ତାନ ଉପରକୁ ଉପରକୁ ଯାଉ । ତା’ ମୁଣ୍ଡରେ ସର୍ବଦା ସଫଳତାର ମୁକୁଟ ରହିଥାଉ । ଚାଣକ୍ୟ କୁହନ୍ତି ସନ୍ତାନକୁ ଯୋଗ୍ୟ କରିବା ପାଇଁ ପିତା-ମାତାଙ୍କୁ ଫସଲ ଭଳି ତାର ଦେଖାଶୁଣା କରିବା କଥା । ଯେମିତି ଏକ କୃଷକ ଫସଲକୁ ବଢ଼ାଇବାପାଇଁ ଦିନ ରାତି…

ଚାଣକ୍ୟ ନୀତି : ଜୀବନର ସବୁଠୁ ବଡ଼ ଶିକ୍ଷା ଦିଏ ଏହି କଥା, ଜାଣିଗଲେ ପଡିବେ ନାହିଁ ଅସୁବିଧାରେ

ସୁନ୍ଦର ଜୀବନ ଯାପନ ପାଇଁ ଚାଣକ୍ୟଙ୍କ ନୀତି ବହୁତ ଉପଯୋଗୀ ହୋଇଥାଏ । ଏହାକୁ ଅନୁସରଣ କଲେ ବ୍ୟକ୍ତି ଜୀବନରେ କେବେ ବି ଅସୁବିଧାରେପଡିବ ନାହିଁ । ଏହାକୁ ଜାଣିଗଲେ ଅସୁବିଧା ସମୟରେ ହାରିବ ନାହିଁ ବରଂ ଅସୁବିଧାରୁ ସହଜରେ ମୁକୁଳିଯିବ । ଚାଣକ୍ୟଙ୍କ ମତରେ ଅସଲ ସଫଳତା ତାହା ଯାହା ଅନ୍ୟକୁ ସଫଳ…

ଯଦି ଝିଅ ଠାରେ ଏହି ୪ ଗୁଣ ରହିଛି, ଖୁସିରେ ଭରିଯିବ ବୈବାହିକ ଜୀବନ

ମାନବ ଜୀବନର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ନେଇ ଚାଣକ୍ୟ ତାଙ୍କ ନୀତିବାଣିରେ କହିଛନ୍ତି । ବିଶେଷକରି ସୁଖି ବୈବାହିକ ଜୀବନ ପାଇଁ ଜଣେ ଝିଅ ପାଖରେ କେଉଁ ଗୁଣ ରହିବା ଦରକାର, ସେ ସମ୍ପର୍କରେ ଚାଣକ୍ୟ କହିଛନ୍ତି । ଆଜି ଆମେ ଆପଣଙ୍କୁ ପତି ପତ୍ନୀଙ୍କ ସମ୍ପର୍କରେ କିଛି ଏପରି କଥା କହିବୁ,…

ମହିଳାଙ୍କ ଚରିତ୍ର ସମ୍ପର୍କରେ ଜାଣିବାର କିଛି ସହଜ ତରିକା, ଆପଣ ଜାଣି ନିଅନ୍ତୁ ନଚେତ ପସ୍ତାଇବାକୁ ପଡିବ

ଏମିତିରେ ତ କୌଣସି ବି ମହିଳାଙ୍କ ଚରିତ୍ର ସମ୍ପର୍କରେ ଜାଣିବା କଠିନ ବ୍ୟାପାର । ଆପଣ ଯେତେ ବି ଜଣେ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ, ହେଲେ ତାହା ଜାଣିବାକୁ ସକ୍ଷମ ହେବେ ନାହିଁ । ହେଲେ ଚାଣକ୍ୟ ତାଙ୍କ ନୀତିରେ ମହିଳାଙ୍କ ଚରିତ୍ରକୁ ଜାଣିବା ପାଇଁ କିଛି ସହଜ ତରିକା…