ଚାଣକ୍ୟ ନୀତି: ବିବାହ ପୂର୍ବରୁ ସାଥୀଙ୍କ ବିଷୟରେ ଜାଣି ନିଅନ୍ତୁ ଏ ସମସ୍ତ କଥା, ଜୀବନ ସାରା ମିଳିବ ଆନନ୍ଦ
ବିବାହ କିମ୍ବା ପ୍ରେମ ସମ୍ପର୍କରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରହିବା ନିହାତି ଆବଶ୍ୟକ। ଉଭୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ଜୀବନ ଭଲରେ କଟିଥାଏ। ବେଳେ ବେଳେ ଲୋକମାନେ ଆକର୍ଷଣ ପାଇଁ ଅନ୍ୟ ସମସ୍ତ ଜିନିଷକୁ ଅଣଦେଖା କରିଦେଇଥାନ୍ତି, ଯାହାର ପରିଣାମ ସ୍ୱରୂପ ଜୀବନ ନଷ୍ଟ ହୋଇଯାଏ।…