Browsing Tag

chandabali

ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ, ମାଡ ମାରୁଥିବାର ଭିଡିଓ ଭାଇରାଲ

ଚାନ୍ଦବାଲି: ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି ।…

ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଅର୍ଥ ଆତ୍ମସାତ ଅଭିଯୋଗ

ଚାନ୍ଦବାଲି: ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ।  ପାଖେଇ ଆସୁଛି ଭଦ୍ରକ ଧାମରାର ପ୍ରସିଦ୍ଧ ମା ଧାମରଇଙ୍କ ମକର ମେଳା ।  ମେଳା ପୂର୍ବରୁ କମିଟିର ବିପକ୍ଷବାଦୀ ଓ ସପକ୍ଷବାଦୀ ମୁଁହାମୁଁହି ହୋଇଛନ୍ତି ।  ମା' ଧାମରଈ ମେଳା ପରିଚାଳନା କମିଟି ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି ।…

ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମାଆ

ଚାନ୍ଦବାଲି: ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ ।  ଖୋଜି ଆଣିବାକୁ ମାଆର ଆକୁଳ ନିବେଦନ ।  ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗାଁର ଶରତ ନାୟକ ଓ ଶ୍ରୀମନ୍ତ ନାୟକ ଦାଦନ ଖଟିବାକୁ ଗୁଜରାଟ ଯାଇଥିଲେ ।  ଆଜକୁ ୧୦ ବର୍ଷ ବିତିଯାଇଥିଲେ ବି ସେମାନଙ୍କର କୌଣସି ଖୋଜ୍ ଖବର ନାହିଁ ।…

୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି, ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କଲା ପଶୁ ସମ୍ପଦ ବିଭାଗ

ଚାନ୍ଦବାଲି : ଚାନ୍ଦବାଲିରେ ମଇଁଷି ମଡ଼କ । ୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି । ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କଲା ପଶୁ ସମ୍ପଦ ବିଭାଗ । ଭଦ୍ରକ ଜିଲା, ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଓ ଖଟୁଆପାଟଣା ଗାଁରେ ଦେଖିବାକୁ ମିଳିଛି ମଇଁଷି ମଡକ । ଗତ ୧୫ ଦିନ ମଧ୍ୟରେ…

ଚାନ୍ଦବାଲିରେ ୬ ଘଣ୍ଟିଆ ବନ୍ଦ ଡାକରା, ଖୋଲିବନି ଦୋକାନ ବଜାର, ସ୍କୁଲ ଓ କଲେଜ

ଚାନ୍ଦବାଲି : ଆଜି ଚାନ୍ଦବାଲି ବନ୍ଦ। ବାଲିଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ଡାକରା । ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ଛଅ ଘଟିକାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର । ତେବେ…

ଦୁର୍ଘଟଣାରେ ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

ଚାନ୍ଦବାଲି : ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।…

ଚାନ୍ଦବାଲିରେ କୁକୁଡ଼ା ମାଲିକ ହତ୍ୟା ମାମଲାର ପର୍ଦ୍ଦାଫାସ, ବନ୍ଧା ହେଲେ ବିଜନେସ ପାର୍ଟନର

ଚାନ୍ଦବାଲି: ଚାନ୍ଦବାଲିରେ କୁକୁଡ଼ା ମାଲିକ ହତ୍ୟା ମାମଲାର ପର୍ଦ୍ଦାଫାସ । ଟଙ୍କା ପାଇଁ ବିଜନେସ ପାର୍ଟନରକୁ ହତ୍ୟା କଲା ସାଙ୍ଗ । ହତ୍ୟାକାରୀ ମାନିଲେ ମାରିଛନ୍ତି ବୋଲି । ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।…

ଗାଁକୁ ଭିତରକୁ ଯାଇପାରୁନି ଗାଡି, ଗାଁ ମୁଣ୍ଡରେ ଢଙ୍କା ହୋଇ ରହୁଛି ଗାଡ଼ି

ଚାନ୍ଦବାଲି: ହାତରେ ବାଡ଼ି ଧରି ସବା ଆଗରେ ଛିଡା ହୋଇଛନ୍ତି ଜଣେ ବୟସ୍କା । ତା ପଛକୁ ଠିଆ ହୋଇଛନ୍ତି ଗାଁର ଯୁବକମାନେ । ସମସ୍ତେ ଏକା ସ୍ୱରରେ ସ୍ଲୋଗାନ ଦେଉଛନ୍ତି ଆମ ଗାଁକୁ ହେଉ ପକ୍କା ସଡ଼କ ଆମକୁ ମିଳୁ ବିଶୁଦ୍ଧ ପିଇବା ପାଣି । ଏମିତି ସ୍ଲୋଗାନ ଦେଇ ପ୍ରତିବାଦ କରୁଛନ୍ତି ଭଦ୍ରକ ଜିଲ୍ଲା…

ନିଲମ୍ବିତ ହେଲେ ସରପଞ୍ଚ, ସରକାରୀ ଟଙ୍କା ଆତ୍ମସାତ କରିବା ପଡିଲା ମହଙ୍ଗା

ଚାନ୍ଦବାଲି : ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ସରପଞ୍ଚ । ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ । ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ…

ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୫ ଆହତ

ଚାନ୍ଦବାଲି : ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଘଣ୍ଟେଶ୍ଵର ବାଲିପଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ । ଉଭୟ ଗୋଷ୍ଠୀରୁ ୫ଜଣ ଆହତ ହୋଇଛନ୍ତି ସେଥି ମଧ୍ୟରୁ ତିନି ଜଣଙ୍କୁ ଭଦ୍ରକ ମେଡିକାଲ ଓ ଦୁଇ ଜଣ କଟକ ମେଡିକାଲରେ ଚିକିତ୍ସାଧିନ…

ଚାନ୍ଦବାଲିରେ ନାବାଳିକା ଅପହରଣକୁ ବିତିଗଲାଣି ସାତ ଦିନ, ଠାବ ହୋଇନି କି କାରଣ ବି ଜଣା ପଡୁନି

ଚାନ୍ଦବାଲି: ଚାନ୍ଦବାଲିରେ ନାବାଳିକା ଅପହରଣକୁ ବିତିଗଲାଣି ସାତ ଦିନ । ଏ ପର୍ଯ୍ୟନ୍ତ କୌଣସି ସୁରାକ ପାଇଲା ନାହିଁ ପୋଲିସ । ଝିଅକୁ ଖୋଜି ନ ଆଣିଲେ ପରିବାର ଜୀବନ ହାରିବା ନେଇ ଦେଲେ ଚେତାବନୀ । ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ପଞ୍ଚାୟତ ନଳିତାଗଡ଼ିଆ ଗାଁର ଦୟାନିଧି…

ଗାଁ ଦାଣ୍ଡରେ ଜମି ରହିଛି ଆଣ୍ଠୁଏ ଲେଖାଏଁ ପାଣି, ଜଳବନ୍ଦୀ ଗ୍ରାମବାସୀ

ଚାନ୍ଦବାଲି: କାହାର ଘର ଆଗରେ ପାଣି ଜମି ରହିଛ ତ ପୁଣି କାହା ଘର ଭିତରେ ପାଣି ପଶି ଘର ଓଦା ହୋଇଯାଇଛି । ଆଉ କିଏ ନିଜ ଘର ଆଗରେ ବାଲି ବସ୍ତା ପକାଇ ପାଣିକୁ ଅଟାକାଇବାକୁ ଚେଷ୍ଟା କରିଛି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ମଳିକ ସାହିର ।…