Browsing Tag

chandabali

ବୈତରଣୀକୁ ଧସିଲା ଲଞ୍ଚ ଘାଟର ୪୦ ଫୁଟ ଲମ୍ୱର ବନ୍ଧ, ଯାତ୍ରୀ ଭୟଭୀତ

ଚାନ୍ଦବାଲି : ଧସିଲା ବନ୍ଧ । ଭୟଭୀତ ଅଞ୍ଚଳବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ଲଞ୍ଚ ଘାଟର ୪୦ ଫୁଟ ଲମ୍ୱର ବନ୍ଧ ବୈତରଣୀ ନଦୀକୁ ଧସିଛି । ଫଳରେ ବିପଦପୂର୍ଣ୍ଣ ହୋଇପଡିଛି ଲଞ୍ଚ ଘାଟର ଗୋଟିଏ ପାଖ । ଘାଟକୁ ଲାଗିକରି ଥିବା ଲଞ୍ଚ ଅଫିସ୍ ଘର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଦୀର୍ଘ…

ବିଜେପିର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟାପକ ଭଙ୍ଗାରୁଜାକୁ ବିରୋଧ କରି ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ 

ଚାନ୍ଦବାଲି : ବିଜେପି ତରଫରୁ ଚାନ୍ଦବାଲି ବ୍ଲକ ଘେରାଉ କରିବା ସମୟରେ ବ୍ଲକ କାର୍ଯ୍ୟାଳୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ସୁରକ୍ଷା ଦାୟିତ୍ୱରେ ଥିବା ଚାନ୍ଦବାଲି ଏସଡିପିଓଙ୍କ ମୁଣ୍ଡ ଫାଟିବା ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି l ତେବେ ଏହି ଘଟଣାକୁ ଚାନ୍ଦବାଲି ବିଜେଡି ପକ୍ଷରୁ…

ଶିକ୍ଷୟତ୍ରୀଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ କରି ରାଗିଗଲେ ପିଲା, ଶେଷରେ ସ୍କୁଲରେ ତାଲା ଝୁଲାଇ ଧାରଣାରେ ବସିଲେ

ସ୍କୁଲରେ ପଡିଲା ତାଲା, ଶିକ୍ଷକ ନୁହେଁ ଏଥର ଛାତ୍ରଛାତ୍ରୀ ପକାଇଛନ୍ତି ତାଲା । ଏପଟେ ଶିକ୍ଷକ ଆନ୍ଦୋଳନ କରିଛନ୍ତି ବୋଲି ବୋଧେ ପିଲାମାନେ ରାଗିଯାଇ ସ୍କୁଲ ରେ ତାଲା ପକାଇଛନ୍ତି , ସେଇଆ ଭାବୁଥିଲେ ଏକଦମ ଭୁଲ ଭାବୁଛନ୍ତି । କାରଣ କଥା ଟା ଏଠି ପୁରା ଅଲଗା ରହିଛି । ବିଦ୍ୟାଳୟ ଶିକ୍ଷାର…

ଶହେ ଗୋଟି ଶିବଲିଙ୍ଗକୁ ଏକାଥରେ ଦର୍ଶନ କରିବାକୁ ଚାହୁଁଥିଲେ ଥରେ ବୁଲି ଆସନ୍ତୁ ଏହି ସ୍ଥାନ

ଶହେ ଗୋଟି ଶିବ ଲିଙ୍ଗର ଗାଁ ନରେନ୍ଦ୍ରପୁର ା ଆଗରୁ କେବେ ଏମିତି ଦେଖିଛନ୍ତି କି ?ଯଦି ଦେଖିନାହାନ୍ତି ତେବେ ଥରେ ବୁଲି ଆସନ୍ତୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଂଚାୟତର ନରେନ୍ଦ୍ରପୁର ଗାଁ କୁ ା ଗାଁ ଭିତରକୁ ପଶିଲେ ଏହା ଆପଣଙ୍କୁ ମନ୍ଦିର ମାଳିନୀ ଗାଁ ପରି ଲାଗିବ ା ଗାଁ ଭିତରେ…

ଯୌତୁକ ପାଇଁ ବଧୂହତ୍ୟା : ଥାନାରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ପରିବାର

ଚାନ୍ଦବାଲି (କେନ୍ୟୁଜ): ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡା ପଂଚାୟତ ଭଉଁରୀ ଗାଁରେ ଯୌତୁକକୁ ନେଇ ବଧୂହତ୍ୟା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ନା ରୁକ୍ମଣୀ ନାୟକ ବୋଲି ଜଣାପଡିଛି। ଅଭିଯୋଗ ମୁତାବକ ମାଧପୁର ପଂଚାୟତ ବଡସିଂହପୁର ଗ୍ରାମର ନାରାୟଣ…

ଚାନ୍ଦବାଲି : ଗାଳିଗୁଲଜ ନେଇ ବ୍ଲକ ଉପାଧକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ଥାନାରେ ଏତଲା ଦେଲେ ବିଡ଼ିଓ 

ଚାନ୍ଦବାଲି (କେନ୍ୟୁଜ): ଚାନ୍ଦବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଉପାଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଚାନ୍ଦବାଲିରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ନିଜକୁ ଅସୁରକ୍ଷିତ ମନେ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଥାନାରେ ଏତଲା ଦେବା ଏବେ ଚାନ୍ଦବାଲି ବିଜେଡି ରାଜନୀତିକୁ…

ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଳମ୍ବିତ ରାତିରେ ଚୋରି, ଏକ ମାସ ଭିତରେ ଦୁଇ ଥର ଲୁଟ

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନରେ ଥିବା ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଗେଟ ତାଲା ଭାଙ୍ଗି ମେଡିକାଲରେ ଥିବା ୨ ଟି କମ୍ପ୍ୟୁଟର ଓ ଗୋଟିଏ ଗ୍ୟାସ ମେସିନ କେହି…

ପୋଲିସ ଠାରୁ ମିଳିଲାନ ନ୍ୟାୟ: ଶାଶୁ ଘର ଲୋକ ମାଡ଼ ମାରୁଥିବା ଅଭିଯୋଗରେ ଏସଡିପିଓ ଅଫିସ ଆଗରେ ଧାରଣା

ଚାନ୍ଦବାଲି (କେନ୍ୟୁଜ): ଅଭିଯୋଗର ଏକ ମାସରୁ ଉର୍ଦ୍ଧ ସମୟ ପରେ ବି ତିହିଡି ପୋଲିସ ଦେଇପାରିଲା ନାହିଁ ନ୍ୟାୟ । ତେଣୁ ନ୍ୟାୟ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏସଡିପଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିଛନ୍ତି ସହପରିବାର । ଆକ୍ରମଣର ଶିକାର ହୋଇଥିବା ସ୍ୱାମୀ…

ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହୋଇଛି ସପ୍ତଦିନ ବ୍ୟାପି ଗୀତା ମହାଯଜ୍ଞ

ବୈତରଣୀ ନଦୀ କୂଳରେ ରହିଛି ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଧାମ । ଲୋକ କଥା ଓ କିମ୍ୱଦନ୍ତୀ ଅନୁସାରେ ଏହି ପୀଠର ଇତିହାସ ଓ ପ୍ରସିଦ୍ଧି ଏହାକୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । କେବଳ କିମ୍ୱଦନ୍ତୀ ବା ଇତିହାସ ନୁହେଁ ବରଂ ମନ୍ଦିର କାନ୍ଥରେ ଖୋଦିତ…

ଭଦ୍ରକ: ବଜରାପୁର ଗାଁରେ ବଜ୍ରାଘାତ, ଜଣେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜାରପୁର ପଞ୍ଚାୟତର ବଜରାପୁର ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଯୁବକ ଜଣକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଯୁବକ ଜଣକ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ…

ଚଳିତ ବର୍ଷ ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପାଳିତ ହୋଇଛି ଜନ୍ମ ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଉପକଣ୍ଠରେରେ ମା’ଦକ୍ଷିଣେଶ୍ୱରୀ କାଳୀ ବିଜେ କରିଛନ୍ତି। ମା’ କାଳୀଙ୍କ ପୀଠ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ଏହା ସବୁଠି ବେଶ ଜଣାଶୁଣା। କଲ୍ୟାଣମୟୀ, ଜଗତଜନନୀ ମା’ଦକ୍ଷିଣେଶ୍ୱରୀଙ୍କ ମହିମା ରହିଛି ସବୁଠୁ ସ୍ୱତନ୍ତ୍ର । ଆପଣ ଜାଣିଥିବେ କାଳୀପୂଜା ଏହି…