Browsing Tag

chandabali

ପୋଲିସର ଯୁବକକୁ ମାଡ଼ ଘଟଣା, ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ବଦଳି

ଚାନ୍ଦବାଲି(କେ.ନ୍ୟୁଜ): ମାସ୍କ ଓ ହେଲମେଟ ଚେକିଂ ବେଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ୪ଜଣ ପୋଲିସ କର୍ମଚାରୀ ଜଣେ ଯୁବକକୁ ଗୋଡେଇ ତୋଡେଇ ଫାଣ୍ଡି ପରିସରରେ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଏହି ଘଟଣାରେ ଆରଡି ଫାଣ୍ଡି…

ଚାନ୍ଦବାଲି: ଚାରିବାଟିଆଟାରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ମାଲ୍ୟାର୍ପଣ ଓ…

ଚାନ୍ଦବାଲି(କେନ୍ୟୁଜ୍‌): ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ପିରାହାଟର ଅଗ୍ରଣୀ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ପିରାହାଟରୁ ଚାରିବାଟିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ସହ ଗାନ୍ଧିଙ୍କ ସ୍ମୃତିଚାରଣ କରାଯାଇଛି । ସବୁ ବର୍ଷ ପରି ଆଜି ମଧ୍ୟ ଗାନ୍ଧି…

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ, ଭୁବେନଶ୍ୱର ସମେତ ବିଭିନ୍ନ ସ୍ଥାନରେ ଚାଲିଛି ବିକ୍ଷୋଭ ପ୍ରଦର୍ଶନ

ଚାନ୍ଦବାଲି(କେନ୍ୟୁଜ୍‌): ମୋଦି ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଧ କରିବା, ନୂତନ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରିବା, ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସିପିଆଇ ତରଫରୁ ଚାନ୍ଦବାଲି ତହସିଲ ଆଗରେ…

ଚାନ୍ଦବାଲି: ରିଲିଫ ଚାଉଳ ଅଖାକୁ ୧୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବାର ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରିଲିଫ ବିବାଦ ପିଛା ଛାଡୁନି । ସରକାରଙ୍କ ତରଫରୁ ବନ୍ୟା ବିପନ୍ନଙ୍କୁ ବଂଟା ଯାଉଥିବା ରିଲିଫ ଚାଉଳ ପାଇବାରୁ ଅନେକ ପରିବାର ବଂଚିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ଏବେ ପୁଣି ରିଲିଫ ଚାଉଳ ଅଖା ପାଇଁ ୧୦ଟଙ୍କା ନେଉଥିବାର ଆରଡି ପଂଚାୟତର…

ଚାନ୍ଦବାଲି: ଟ୍ରେନ ଧକ୍କାରେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଧାମରା ରେଳପଥର ଛତ୍ରପଦା ନିକଟରେ ଥିବା ରେଳପଥରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି । ବୃଦ୍ଧର ଘର ବାଂଶଡା ଥାନା ହଳିଦିଆ ଗାଁରେ ହୋଇଥିବା ବେଳେ ତାଙ୍କ ନାମ ଗିରିଧାରୀ ନାଥ ଓ ବୟସ ୭୨ ବୋଲି ଜଣାପଡିଛି । ସୂଚନାନୁଯାୟୀ ରେଳଧାରଣା ପାର…

ମାଛ ଧରିବାକୁ ଯାଇ ନାଳରେ ପଡି ଚାଲିଗଲା ୨ ନାବାଳକଙ୍କ ଜୀବନ

ଚାନ୍ଦବାଲି(କେନ୍ୟୁଜ୍‌): ମାଛ ଧରିବାକୁ ଯାଇ ନାଳରେ ପଡି ୨ଜଣ ନାବାଳକର ମୃତ୍ୟୁ ଘଟିଛି । ଏମିତି ଦୁଃଖ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଘଟିଛି । ସୂଚନା ମୁତାବକ ଜଳେଶ୍ୱର ପଂଚାୟତ ନୂଆଗାଁ ଇଛାପୁରର ଧନେଶ୍ୱର ମହାଳିକଙ୍କ ପୁଅ ଜଗା ମହାଳିକ, ବୟସ ୧୨ ଓ ନାଲଗୁଣ୍ଡା ପଂଚାୟତର ଇଟୁଆ…

ଚାନ୍ଦବାଲି: ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ପରିର୍ଦଶନ କଲେ ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର

ଚାନ୍ଦବାଲି(କେନ୍ୟୁଜ୍): ବୈତଣୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷତି ଘଟାଇ ଚାଲିଗଲା । ବିଶେଷ କରି ହଜାର ହଜାର ଚାଷୀଙ୍କ ହଜାର ହଜାର ହେକଟର ଚାଷ ଉଜାଡିଦେଇଥିଲା । ତେବେ ବନ୍ୟା ଛାଡିବାର ୧୨ଦିନ ପରେ ଆଜି ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ଓ ଅତିରିକ୍ତ ତହସିଲଦାର…

ଲଗାଣ ବର୍ଷାରେ ଧସିଲା ଦେଢଶହ ଫୁଟର ମାଟି ଅତଡା

ଚାନ୍ଦବାଲି(କେନ୍ଯୁଜ୍): ୨ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି - ଯାଜପୁର ଜାତୀୟ ରାଜପଥର ବୋଡକଠାରେ ପାଖାପାଖି ଦେଢଶହ ଫୁଟର ମାଟି ଅତଡା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା…

ଚାନ୍ଦବାଲିରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକ

ଚାନ୍ଦବାଲି (କେ ନ୍ୟୁଜ): ଲକ ଡାଉନ କଟକଣା କୋହଳ ହେଲା ପରେ ରାଜ୍ୟ ବାହାରେ ଫସି ରହିଥିବା ହଜାର ହଜାର ଶ୍ରମିକ ଓଡିଶାକୁ ଫେରିବେ । ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତକୁ ମଧ୍ୟ ଶତାଧିକ ଲୋକ ମଧ୍ୟ ଫେରିବେ । ବର୍ତ୍ତମାନ ସୁଦ୍ଧା 3 ଶହରୁ ଅଧିକ ଲୋକ ଫେରିବା ପାଇଁ…

ଚାନ୍ଦବାଲିରେ ଜଳପଥ ପରିବହନ ସେବା ବନ୍ଦ, ଅଚଳ ହୋଇ ପଡିରହିଛି ୪ଟି ଯାତ୍ରୀବାହୀ ଲଞ୍ଚ

ଭଦ୍ରକ : ଚାନ୍ଦବାଲିରେ ଜଳପଥ ପରିବହନ ସେବା ବନ୍ଦ ରହିଛି । ନଦୀକୂଳରେ ବନ୍ଦ ହୋଇ ପଡିରହିଛି ସରକାରଙ୍କ ୪ଟି ଯାତ୍ରୀବାହୀ ଲଞ୍ଚ । ଚାନ୍ଦବାଲିରୁ ୨ଟି ଯାତ୍ରୀବାହି ଲଞ୍ଚ ତାଳଚୁଆ ଓ ଧାମରାକୁ ଯାତ୍ରୀ ପରିବହନ ସହ ପନ୍ୟଦ୍ରବ୍ୟ ପରିବହନ ହୋଇଥାଏ । ଏହାସହ ୨ଟି ଲଞ୍ଚ ମଧ୍ୟ ଜରୁରୀକାଳୀନ ଓ…

ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଓ ଚାନ୍ଦବାଲି ଗସ୍ତ : ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି 

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଯାଜପୁର ଓ ଚାନ୍ଦବାଲି ଗସ୍ତ । ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି । ସେହିପରି ଚାନ୍ଦବାଲିରେ ୧୬ ଶହ କୋଟି ଟଙ୍କାର ବିଭିନ୍ନ…

ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ୨ଟି ପରିବାରର ୫ବଖରା ଘର

ଚାନ୍ଦବାଲି (କେନ୍ୟୁଜ୍) : ନିମିଷକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ଭଦ୍ରକ ଜିଲ୍ଲା ତାନ୍ଦବାଲି ତହସିଲ ରାଜରାଜେଶ୍ୱରପଲ୍ଲୀ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଗାଁର ପ୍ରବୀଣ ମଣ୍ଡଳ ଓ ତାଙ୍କ ଭାଇଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ…