ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା, ଚିକିତ୍ସା ସତ୍ତ୍ବେ ବଞ୍ଚିଲାନି ଜୀବନ
ବାରଙ୍ଗ : ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା । ଚିକିତ୍ସା ସତ୍ତ୍ବେ ବଞ୍ଚିଲାନି । ଗତକାଲି ଠାରୁ ଚନ୍ଦକା ଜଙ୍ଗଲରେ ପଡ଼ି ରହିଥିଲା ଅସୁସ୍ଥ ମାକେନା ହାତୀ । ଚନ୍ଦକା ଅଭୟାରଣ୍ୟ ଦାରୁଠେଙ୍ଗ ଭୁଆସୁଣୀ ମୌଜା ବାରବାରୀ ଜଙ୍ଗଲରରେ ପଡ଼ି ରହିଥିଲା ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ…