ସମୟ ବଦଳିଛି, ହେଲେ ଏବେ ବି ଚାଲିଛି ଚାନ୍ଦବାଲିରେ ସେହି ଯନ୍ତ୍ର ଚାଳିତ ଭୁଟୁଭୁଟି
ଚାନ୍ଦବାଲି(କେନ୍ୟୁଜ): ସମୟ ବଦଳିଛି । ବଦଳିଛି ଲୋକଙ୍କର ଚାଲିଚଳଣି । ହେଲେ ଏବେ ବି ଉଦଜୀବିତ ହୋଇ ରହିଛି ଭଦ୍ରକ ଜିଲ୍ଲାର ଐତିହାସିକ ସହର ଚାନ୍ଦବାଲିର ସେହି ପୁରାତନ ସଂସ୍କୃତି ଓ ପରମ୍ପରା । କଳିଙ୍ଗର ମୁଖ୍ୟ ପ୍ରବେଶ ପଥ ତଥା ଉତ୍କଳୀୟ ନୈବାଣିଜ୍ୟର ମୁକ ସାଖୀ ହେଉଛି ପୁରାତନ ବନ୍ଦର ନଗରୀ…