ଚାନ୍ଦବାଲି ପାଞ୍ଚପଡ଼ା ଗାଁରେ ଘୂର୍ଣ୍ଣିଝଡ଼, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟି ଓ ଉପୁଡ଼ିଲା ଗଛ
ଚାନ୍ଦବାଲି (କେ ନ୍ୟୁଜ୍) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ବିତ୍ପାତ ଜାରି ରହିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘୂର୍ଣ୍ଣିଝଡ଼ କ୍ଷୟକ୍ଷତି ଘଟାଇଛି । ଚାନ୍ଦବାଲି ପାଞ୍ଚପଡ଼ା ଗାଁରେ ଘୂର୍ଣ୍ଣିଝଡ଼ ଯୋଗୁଁ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି ଏବଂ ଟ୍ରାନ୍ସଫର୍ମର ଭାଙ୍ଗି ଯାଇଛି…