Browsing Tag

CHANDBALI ELECTRIC PROBLEM

କେତେବେଳେ ଆଲୁଅ ତ କେତେବେଳେ ଅନ୍ଧାର : ଭଦ୍ରକ ଚାନ୍ଦବାଲିର ୪୫ଟି ପଞ୍ଚାୟତ ଲୋକ ବିଜୁଳି ସମସ୍ୟାରେ

ଚାନ୍ଦବାଲି (କେନ୍ୟୁଜ୍) :  ଘଣ୍ଟାଏ ରହିଲେ ୨ଘଣ୍ଟା ନାହିଁ । ଆଉ ବର୍ଷା କି ପବନ ହେଲେ କଥା ସରିଲା ରାତି ରାତି ଅନ୍ଧାର । ଆଉ ବିଦ୍ୟୁତ କାଟର ଉତ୍ତର ମାଗିଲେ ନଥାଏ ବିଦ୍ୟୁତ ବିଭାଗ ପାଖରେ । ଏମିତି ଅବସ୍ଥା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ । ଏଠି ବିଦ୍ୟୁତ ସମସ୍ୟା…