ଅକାଳରେ ଚାଲିଗଲା ବାପା ମା’ଙ୍କର ଗୋଟିଏ ବୋଲି ପୁଅ
ଚାନ୍ଦବାଲି : କାନ୍ଦି କାନ୍ଦି ମା' ପାଗେଳି ପ୍ରାୟ । ବୁଝିବାକୁ ସେ ନାରାଜ ଯେ ତା ଏକୋଇର ବଳା ବିଶିକେସନ ଏ ଦୁନିଆ ଛାଡିସାରିଲାଣି ବୋଲି । ତୁହାକୁ ତୁହା ଚେତା ବୁଡି ଯାଉଛି । ଉଠିଲା ମାତ୍ରକେ ମୋ ପୁଅ ମୋ ପୁଅ କହି ପୁଣି ଚେତା ହରାଉଛି ମା' । ଏପଟେ କୋହ ସମ୍ଭାଳି ପାରୁନି ସାଙ୍ଗ ।…