Browsing Tag

chandbali police attack

ସାଧା ପୋଷାକରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ପୋଲିସ କର୍ମଚାରୀ, ୨ ଘଣ୍ଟା ଧରି ଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି : ସାଧା ପୋଷାକରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ପୋଲିସ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନାବାଳିକା ଅପହରଣ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଧରିବାକୁ ଯାଇଥିଲେ ୫ ପୋଲିସ କର୍ମଚାରୀ । ଏହି ସମୟରେ କିଛି ଲୋକ ପୋଲିସ କର୍ମଚାରୀଙ୍କୁ ତୁମେ କିଏ…