ଚାନ୍ଦିପୁର ବେଳାଭୂମି ପ୍ରତି ବିମୁଖ ହେଉଛନ୍ତି ପର୍ଯ୍ୟଟକ, ବିକାଶ ପାଇଁ ଉଠିଛି ଦାବି
ବାଲେଶ୍ବର: ଚମକ ହରେଇବାକୁ ବସିଲାଣି ଚାନ୍ଦିପୁର । ଦିନକୁ ଦିନ ଚାନ୍ଦିପୁର ବେଳାଭୂମି ପ୍ରତି ବିମୁଖ ହେଉଛନ୍ତି ପର୍ଯ୍ୟଟକ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ହେଉଛି ଅନ୍ୟତମ । ଦିନେ ସୁବର୍ଣ୍ଣ ବେଳାଭୂମିର ମାନ୍ୟତା ପାଇଥିବା ଏହି…