ଚାନ୍ଦିପୁର ବୋଟ୍ ମାଲିକଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ବନ୍ଧା ହେଲେ ୮ ଜଣ
ବାଲେଶ୍ୱର(କେ.ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ବୋଟ୍ ମାଲିକ ବିଜୟ କୁମାର ପ୍ରଧାନଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୮ ଜଣ ଗିରଫ। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ଖଣ୍ଡା ଓ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ୍ । ଅନ୍ୟ ଫେରାରଙ୍କୁ ଖୁବ ଶୀଘ୍ର…