Browsing Tag

chandpur

୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ…

ନୟାଗଡ଼(କେନ୍ୟୁଜ୍):ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ…

ଆମେ ଅଛୁ ତୁମ ପାଇଁ, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବୁଲା ଗାଈ ଓ କୁକୁରଙ୍କୁ ଖାଇବା ଯୋଗାଉଛନ୍ତି ଚାନ୍ଦପୁରର…

ଟାଙ୍ଗୀ(କେନ୍ୟୁଜ୍): ସ୍ବେଚ୍ଛାସେବୀ ଯୁବକଙ୍କ ମହାନୀୟତା। ଲକଡାଉନରେ ବୁଲା ଗାଇ ଓ କୁକୁରଙ୍କୁ ଖାଦ୍ୟ ପ୍ରଦାନ କଲେ ନୟାଗଡ଼ ଚାନ୍ଦପୁରରୁ କିଛି ସ୍ବେଚ୍ଛାସେବୀ ଯୁବକ। ଲକଡାଉନରେ ରାଜ୍ୟର ବୁଲା ଗାଈ ଓ କୁକୁର କିପରି ଖାଦ୍ୟ ଖାଇବେ ସେଥିପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା…

ନୟାଗଡ: ୭ ବର୍ଷ ହେବ ଚାନ୍ଦପୁରର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ, ୨୦ ଡାକ୍ତରଙ୍କ ଜାଗାରେ କାମ…

ଟାଙ୍ଗୀ(କେନ୍ୟୁଜ୍): ଏସିଆ ମହାଦେଶର ଦ୍ୱିତୀୟ  ସର୍ବ ବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ।  ୨୦୧୩ ମସିହା ଠାରୁ ସାଧାରଣ ଚିକିତ୍ସାଳୟ  ଭାବେ ଏହି ହସ୍ପିଟାଲଟି କାର୍ଯ୍ୟକାରୀ ହୋଇଛି। କିନ୍ତୁ ୭ ବର୍ଷ ବିତି ଯାଇଥିଲେ…

ନୟାଗଡ: କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଚାନ୍ଦପୁର କ୍ବାରେଣ୍ଟାଇନରୁ ଫେରୁଥିବା ଅନ୍ତେବାସୀ,ସୃଷ୍ଟି ହେଲା ଭାବ…

ଟାଙ୍ଗୀ(କେନ୍ୟୁଜ୍): କରୋନା ଯୋଦ୍ଧାଙ୍କୁ  ସମ୍ମାନିତ କଲେ କ୍ବାରେଣ୍ଟାଇନ ସେଣ୍ଟର ଅନ୍ତେବାସୀ। ଘରକୁ ଫେରିବା ବେବେ ଲୁହ ଭରା ନୟନରେ ବିଦାୟ ଜଣାଇଲେ ସରପଞ୍ଚ। ଏଭଳି ଘଟଣା  ଦେଖିବାକୁ ମିଳିଛି ନୟାଗଡ  ଜିଲ୍ଲା ଚାନ୍ଦପୁର କ୍ବାରେଣ୍ଟାଇନ ସେଣ୍ଟରରେ ଦେଖିବାକୁ  ମିଳିଛି। ଅନ୍ତୋବସୀମାନେ ଘରକୁ…

ନୟାଗଡ: ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡାରେ କାଜୁ ବଗିଚାକୁ କେନ୍ଦ୍ରକରି ହଣାକଟା, ଥାନାରେ ଶବ ରଖି ବିକ୍ଷୋଭ କଲେ…

ଟାଙ୍ଗି(କେନ୍ୟୁଜ): ଗତକାଲି ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ରାଇପଡା ଗ୍ରାମରେ କାଜୁ ବଗିଚାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲରାଯାଇଛି । ତେବେ ଆଜି…

ନୟାଗଡ ଜିଲ୍ଲା ଚାନ୍ଦପୁର ବଜାରରେ ମିଳୁଛି  ଅକ୍ଟୋପସ୍, ମାଛ ଭଳି ରହିଛି ଲୋକଙ୍କ ଚାହିଦା

ଟାଙ୍ଗୀ (କେନ୍ୟୁଜ୍): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଗାଁ ମାଛ ମାର୍କେଟରେ  ମିଳୁଛି ବିରଳ ସାମୁଦ୍ରିକ ଜୀବ ଅକ୍ଟୋପସ।   ମାଛ ଭଳି ମଧ୍ୟ ବଜାରରେ ଏହାର  ଚାହିଦା ଖୁବ ଉଚାରେ ରହିଥିବା ଜଣା ପଡିଛି। ମତ୍ସ୍ୟଜୀବୀମନେ ଚିଲିକାରେ  ମାଛ ଧରୁଥିବା ବେଳେ  ଏହି ଅକ୍ଟୋପସ୍  ଜାଲରେ ଲାଗି ମୃତ୍ୟୁବରଣ…