Browsing Tag

Chandra Grahan

ଆସନ୍ତାକାଲି ଭାରତରେ ଦେଖାଯିବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ରାତି ୯:୫୮ ରେ ଆରମ୍ଭ ହୋଇ ରାତି ୧:୨୬ ରେ ହେବ ଶେଷ

ଆସନ୍ତାକାଲି ଅର୍ଥାତ ରବିବାର ୭ ସେପ୍ଟେମ୍ବରରେ ହେବାକୁ ଯାଉଛି  ୨୦୨୫ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ।  ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ।  ଏହି ଗ୍ରହଣ ଭାଦ୍ରପଦ ଶୁକ୍ଳ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି ।  ଏହି ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇ ଦ୍ୱାରା ସମ୍ପୂର୍ଣ୍ଣ…

ଛତିଶା ନିଯୋଗ ବୈଠକ ପରେ ବଦଳିଲା ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତି: ରାତି ସାଢ଼େ ୨ଟାରୁ ହେବ ମହାପ୍ରଭୁଙ୍କ…

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତିକୁ ନେଇ ବିବାଦ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜର ତ୍ରୁଟି ସଂଶୋଧନ କରିଛି। ପୂର୍ବରୁ ପାକତ୍ୟାଗ, ଦେବନୀତି ନିଷେଧ ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟା ୨୯ ମିନିଟ୍‌ ବଦଳରେ…

୮୦ ବର୍ଷ ପରେ ଚନ୍ଦ୍ରଗ୍ରହଣ ଦିନ ପଡୁଛି ଏଭଳି ସଂଯୋଗ, ଏହି ରାଶିର ବ୍ୟକ୍ତି ବିଶେଷ ରୁହନ୍ତୁ ସାବଧାନ

ଚଳିତବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେଉଛି। ଚନ୍ଦ୍ରଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ତିଥି ବିଶାଖା ନକ୍ଷତ୍ର ଏବଂ ବୃଷ ରାଶିରେ ମଧ୍ୟ ଲାଗିବ। ଚଳିତବର୍ଷ ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି। କୁହାଯାଉଛି ଗ୍ରହ ଓ ନକ୍ଷତ୍ର ମଧ୍ୟରେ ୮୦ ବର୍ଷ ପର ଏପରି ସଂଯୋଗ ହେଉଛି।…

୨୦୨୨ରେ କେଉଁଦିନ ଦୃଶ୍ୟମାନ ହେବ ପରାଗ ଓ ଗ୍ରହଣ? ଜାଣନ୍ତୁ ତାରିଖ ଏବଂ ପ୍ରଭାବ

ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଆମ ଜୀବନରେ ବହୁତ ଗୁରୁତ୍ୱ ରଖିଥାଏ। ଏହା ଏମିତି ବିରଳ ଘଟଣା ହୋଇଥାଏ, ଯାହା ଆମ ବର୍ତ୍ତମାନ ଏବଂ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ନୂତନ ବର୍ଷ ୨୦୨୨ରେ ମଧ୍ୟ ଲୋକମାନଙ୍କୁ କେତେକ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା କି,…

୫୮୦ ବର୍ଷ ପରେ ଆଜି ଚଳିତ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ, ରାଜ୍ୟ କିମ୍ବା ଦେଶରେ ପଡ଼ିବ ନାହିଁ କୌଣସି ପ୍ରଭାବ

କେନ୍ଯୁଜ୍: ୫୮୦ ବର୍ଷ ପରେ ଆଜି ଚଳିତ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ରାଜ୍ୟ କିମ୍ବା ଦେଶରେ ପଡ଼ିବ ନାହିଁ। ତେବେ ପୂର୍ବ ଭାରତର କିଛି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ପଠାଣିସାମନ୍ତ ପ୍ଳାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ…

ଦ୍ବିତୀୟ ଥର ପାଇଁ ଗୁରୁପୂର୍ଣ୍ଣିମା ଦିନ ପଡିବ ଚନ୍ଦ୍ର ଗ୍ରହଣ, ଏହି ସାତ ରାଶି ପାଇଁ ହୋଇପାରେ ଅଶୁଭ

ଚଳିତ ବର୍ଷ ଜୁଲାଇ ମାସ ୧୬ ଏବଂ ୧୭ ତାରିଖରେ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୨ ଘଣ୍ଟା ୫୯ ମିନିଟ୍ ରହିବ। ବିଶ୍ବରେ ଏହି ଚନ୍ଦ୍ର ଗ୍ରହଣ ୧୬-୧୭ ଜୁଲାଇ ରାତି ୧.୩୧ ମିନିଟ୍ ରୁ ୪.୩୦…