Browsing Tag

chandra grahan 2022

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ଲାଗୁଛି ଗ୍ରହଣ, ଚନ୍ଦ୍ରଗ୍ରହଣ ସୂତକ କାଳରେ ଏସବୁ କରିବା ମନା

ସୂର୍ଯ୍ୟୋପରାଗ ଭଳି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ନଭେମ୍ବର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯିବ। ଚନ୍ଦ୍ରଗ୍ରହଣ ସମୟରେ ସୂତକ କାଳରେ ବନ୍ଦ ରହିବ ମନ୍ଦିରର କପାଟ। ଚନ୍ଦ୍ର ଗ୍ରହଣ ସମାପ୍ତ ହେବା ପରେ ମନ୍ଦିରର କପାଟ ଖୋଲିବ। ଏହି ସୂତକ କାଳ ଏବଂ ଗ୍ରହଣ ସମୟରେ ଭୋଜନ…

କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ ପାକତ୍ୟାଗ ଓ ଦେବନୀତି…

ବର୍ଷ ୨୦୨୨ର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ରେ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୨ଟା ୩୮ ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ପାଇଁ ପାକତ୍ୟାଗ ଏବଂ…

୮୦ ବର୍ଷ ପରେ ଚନ୍ଦ୍ରଗ୍ରହଣ ଦିନ ପଡୁଛି ଏଭଳି ସଂଯୋଗ, ଏହି ରାଶିର ବ୍ୟକ୍ତି ବିଶେଷ ରୁହନ୍ତୁ ସାବଧାନ

ଚଳିତବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆଜି ହେଉଛି। ଚନ୍ଦ୍ରଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ତିଥି ବିଶାଖା ନକ୍ଷତ୍ର ଏବଂ ବୃଷ ରାଶିରେ ମଧ୍ୟ ଲାଗିବ। ଚଳିତବର୍ଷ ବୁଦ୍ଧ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି। କୁହାଯାଉଛି ଗ୍ରହ ଓ ନକ୍ଷତ୍ର ମଧ୍ୟରେ ୮୦ ବର୍ଷ ପର ଏପରି ସଂଯୋଗ ହେଉଛି।…

ଚନ୍ଦ୍ର ଗ୍ରହଣ : ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଏହି ୪ ରାଶିଙ୍କ ଉପରେ ହେବ ଭାରୀ, ୮୦ ବର୍ଷ ପରେ ପଡ଼ୁଛି ଏହି ଦୁର୍ଲଭ…

କିଛି ଦିନ ପରେ ପଡ଼ିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ୧୬ ମଇ ସୋମବାର ଲାଗିବ । ଜ୍ୟୋର୍ତିବିଦଙ୍କ କହିବା ଅନୁଯାୟୀ, ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ବିଶାଖା ନକ୍ଷତ୍ର ଓ ବିଛା ରାଶିରେ ଲାଗିବ । ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ବି ପଡ଼ୁଛି । ବୁଦ୍ଧ ପୂର୍ଣ୍ଣିମା ଓ ଚନ୍ଦ୍ର…

ଚଳିତବର୍ଷ ଲାଗିବ ୪ଟି ଗ୍ରହଣ, ବୈଶାଖ ପୂର୍ଣ୍ଣିମାରେ ଲାଗିବ ପ୍ରଥମ ଚନ୍ଦ୍ରଗ୍ରହଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତବର୍ଷ ୪ଟି ଗ୍ରହଣ ଲାଗିବ। ଏଥିରେ ୨ଟି ସୂର୍ଯ୍ୟଗ୍ରହଣ ଏବଂ ୨ଟି ଚନ୍ଦ୍ର ଗ୍ରହଣ ରହିଛି। ପ୍ରଥମ ସୂର୍ଯ୍ୟଗ୍ରହଣ ୩୦ ଏପ୍ରିଲକୁ ଲାଗିସାରିଛି। ଯାହା ବହୁତ ଆଶିଂକ ରହିଥିଲା ଏବଂ ଭାରତରେ ଦେଖିବାକୁ ମିଳିନଥିଲା। ଏବେ ଏହାପରେ ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ…

ଆସନ୍ତା ମାସରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍‌ ପଡ଼ିବ ଖରାପ ପ୍ରଭାବ

ଆସନ୍ତା ୩୦ ଅପ୍ରେଲରେ ସୂର୍ଯ୍ୟ ପରାଗ । ଏହିଦିନର ଠିକ ୧୫ ଦିନ ପରେ ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଗ୍ରହଣ ଅନେକ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ବର୍ଷ ୨୦୨୨ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହାପୂର୍ବରୁ ୩୦ ଅପ୍ରେଲରେ ସୂର୍ଯ୍ୟପରାଗ ହେବ। ଯାହାକି ଆଂଶିକ ମାତ୍ରାରେ ଲାଗିବ।…