ଇତିହାସ ଅପେକ୍ଷାରେ ଇସ୍ରୋ: ଚାନ୍ଦ ଛୁଇଁବାକୁ ପ୍ରସ୍ତୁତ ଚନ୍ଦ୍ରଯାନ-୨, ଚନ୍ଦ୍ରର ନିକଟତର କକ୍ଷରୁ ଆସିଲା ଲ୍ୟାଣ୍ଡର…
ପାଖୋଉଛି ଐତିହାସିକ ମୁହୂର୍ତ୍ତ। ଆହୁରୀ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ । ଆଜି ଭୋରରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି । ଭୋର ୩ଟା ୩୨ ମିନିଟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି । ଏହି ସ୍ଥାନାନ୍ତରଣ ପାଇଁ ମାତ୍ର ୯…