Browsing Tag

chandrayaan-2 will reach moons orbit on 20th august

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଛାଡ଼ି ଆଜିି ଭୋରରୁ ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ ଚନ୍ଦ୍ରାୟାନ-୨

ପୃଥିବୀ ଚାରିପଟେ ଘୂରି ବୁଲି ଉପରକୁ ଉଠୁଥିବା ଚନ୍ଦ୍ରାୟାନ-୨ ଆଜିି ଭୋରରୁ ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ । ରାତି ୩ଟା ୩୦ମିନିଟରେ ଟ୍ରାନସ ଲୁନାର ଇଂଜେକସନ ଆରମ୍ଭ ହେବ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଛାଡ଼ି ଚନ୍ଦ୍ରପୃଷ୍ଠରେ ପ୍ରବେଶ କରିବ । ଶେଷ ବୁଷ୍ଟରରେ ଚନ୍ଦ୍ରାୟାନ-୨ ଚନ୍ଦ୍ର ପୃଷ୍ଠ…