Browsing Tag

chandrayaan-2

ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ, ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ମହଜୁଦ ରହିଛି ଇନ୍ଧନ

ନୂଆଦିଲ୍ଲୀ: ଭାରତର ମୁନ ମିଶନ ଚନ୍ଦ୍ରାୟନ-୨ କୁ ପୁରିଲା ବର୍ଷେ । ଚନ୍ଦ୍ରକୁ ୧ ବର୍ଷ ପରିକ୍ରମଣ କରିଛି ଅରବିଟର୍‌ । ଆଉ ୭ ବର୍ଷ ପରିକ୍ରମଣ କରିବା ପାଇଁ ଇନ୍ଧନ ମହଜୁଦ ଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଗତବର୍ଷ ଜୁଲାଇ ମାସ ୨୨ ତାରିଖରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ହୋଇଥିଲା । ଅଗଷ୍ଟ…

ପୁଣିଥରେ ଚନ୍ଦ୍ରକୁ ପଠାଯିବ ଆଉ ଏକ ଯାନ, ଇସ୍ରୋର ଚନ୍ଦ୍ରୟାନ୍‌-୩ ପ୍ରସ୍ତୁତି ଆରମ୍ଭ

ଚନ୍ଦ୍ରୟାନ୍‌-୨ର ଆଂଶିକ ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଭାଙ୍ଗି ନପଡ଼ି ପୂର୍ଣ୍ଣ ସଫଳତା ପାଇବାକୁ ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ଖୁବ୍‌ଶୀଘ୍ର ଚନ୍ଦ୍ରୟାନ୍‌-୩ ଲଞ୍ଚ୍‌ କରିବାକୁ ଯାଉଛି। ତେବେ ଇତି ମଧ୍ୟରେ ଚନ୍ଦ୍ରୟାନ୍‌-୨…

ଇସ୍ରୋ ଜାରି କଲା ଚନ୍ଦ୍ରପୃଷ୍ଠର ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ, ଦେଖନ୍ତୁ ଜହ୍ନମାମୁଁର ପ୍ରକୃତ ସ୍ୱରୂପ

ପୁଣିଥରେ ଚନ୍ଦ୍ରପୃଷ୍ଠର ନୂଆ ଫଟୋ ଜାରି କରିଛି ଇସ୍ରୋ। ଏହି ଫଟୋରେ ଆଗ୍ନେୟଗିରିର ମୁଖ ସମେତ ଚନ୍ଦ୍ର ଉପରେ ଏହାର ପ୍ରଭାବ ଆଦି ଦେଖିବାକୁ ମିଳିଛି। ଚନ୍ଦ୍ରୟାନ-୨ର DF-SAR ରେ ଲାଗିଥିବା ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ଚନ୍ଦ୍ରପୃଷ୍ଠର କୋଣ ଅନୁକୋଣର ସୂକ୍ଷ୍ମରୁ ଅତି ସୂକ୍ଷ୍ମ ଫଟୋ…

ଚନ୍ଦ୍ରାୟନ-୨ ର ଅର୍ବିଟର ଦ୍ୱାରା ପଠାଯାଇଥିବା ଚନ୍ଦ୍ରର ଫଟୋକୁ ଜାରି କଲା ଇସ୍ରୋ

ଇସ୍ରୋ ଚନ୍ଦ୍ରାୟନ-୨ର ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା ଗ୍ରହକକ୍ଷର ଫଟୋ ଜାରି କରାଯାଇଛି। ଏହି ହାଇ ରିଜୋଲ୍ୟୁସନ କ୍ୟାମେରାରେ ଚନ୍ଦ୍ରମାର ଉପରି ଭାଗର ଫଟୋ ଜାରି କରାଯାଇଛି। ଏହି ଦୃଶ୍ୟ ମାଧ୍ୟମରେ ଚନ୍ଦ୍ରମାର ଉପରିଭାଗରେ ବଡ ଏବଂ ଛୋଟ ଛୋଟ ଗାତ ଥିବାର ନଜର ଆସୁଛି। ହାଇ…

ସାରା ଦୁନିଆକୁ ଧନ୍ୟବାଦ ଜଣାଇଲା ଇସ୍ରୋ, ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବାର ସବୁ ଆଶା ଶେଷ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO) ଦେଶବାସୀଙ୍କ ତରଫରୁ ଚନ୍ଦ୍ରଜାନ-2କୁ ମିଳିଥିବା ଅପାର ସମର୍ଥ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି । ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରରେ ପାଦ ଦେବାର ମାତ୍ର କିଛି ମିନିଟ ପୂର୍ବରୁ ISROର ଲ୍ୟାଣ୍ଡର ବିକ୍ରମ ସହ ସମସ୍ତ ସମ୍ପର୍କ କଟିଯାଇଥିଲା ।…

ଚନ୍ଦ୍ରଯାନ୍‌-୨ର ଅର୍ବିଟର ଏବେ ବି ସଚଳ, ଇସ୍ରୋକୁ ପଠାଉଛି ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରରେ ଥିବା ବିକ୍ରମ ଲ୍ୟାଣ୍ଡର ସହ ଏବେ ପର୍ଯ୍ୟନ୍ତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ବେଳେ ଚନ୍ଦ୍ରଯାନ-୨ର ଅର୍ବିଟର କିନ୍ତୁ ଆକ୍ଟିଭ୍‌ ରହିଛି। ଏହି ଅର୍ବିଟର ଚନ୍ଦ୍ରର ସୂର୍ଯ୍ୟକିରଣ ପଡ଼ୁନଥିବା ଅଂଶର ଫଟୋ ପଠାଇବ। ସମଗ୍ର ପୃଥିବୀ ପାଇଁ ଏହା ନୂତନ ଉପଲବ୍ଧି ହେବ ବୋଲି ଆଶା…

ଭଙ୍ଗା କୁଡିଆରେ ଦେଖୁଥିଲେ ଜହ୍ନ, ଏବେ  ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ , ଜାଣନ୍ତୁ କେ. ଶିବନଙ୍କ ସଂଘର୍ଷର କାହାଣୀ

ଜୁଲାଇ ୨୨ରେ ସାରା ବିଶ୍ବକୁ ଆଚମ୍ବିତ କରି ଭାରତ ରଚିଥିଲା ଇତିହାସ। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ  ଅଞ୍ଚଳରେ ଚନ୍ଦ୍ରଯାନ-୨ ପଠାଇ ଇସ୍ରୋ  ସାଉଣ୍ଟିଥିଲା ଅନେକ ପ୍ରଶଂସା। ଯହାର ନେତୃତ୍ୱ ନେଇଥିଲେ ଇସ୍ରୋର ମୁଖିଆ କେ. ଶିବନ୍।  ହେଲେ  ଏତେ ବଡ ମିଶନକୁ ପରିଚାଳିତ କରୁଥିବା ଶିବନଙ୍କ…

ଇତିହାସ ରଚିଲା ଇସ୍ରୋ: ଚନ୍ଦ୍ରକକ୍ଷରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨, ଆସନ୍ତା ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର…

ନୂଆଦିଲ୍ଲୀ(କେନ୍ୟୁଜ୍): ଇତିହାସ ରଚିଲା ଇସ୍ରୋ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨। ସକାଳ ୯ଟା ୨ ମିନିଟ୍‌ରେ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ…

ଜହ୍ନକୁ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରାୟନ-୨

ଶ୍ରୀହରିକୋଟା(କେନ୍ୟୁଜ୍) : ଜହ୍ନକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରାୟନ-୨ । ଶ୍ରୀହରିକୋଟାରୁ ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଜିଏସ୍‌ଏଲ୍‌ଭି ଏମ୍‌କେ ଥ୍ରୀର ଉତ୍‌କ୍ଷେପଣ ହୋଇଛି । ଚନ୍ଦ୍ରାୟନ-୨କୁ ସାଥୀରେ ନେଇ ଯାଇଛି GSLV MK-୩ । ଚନ୍ଦ୍ରରେ ପହଞ୍ଚିବାକୁ ଦୁଇ ମାସ ଲାଗିବ । ସେପ୍ଟେମ୍ବର ୭ରେ…

ଏବେ ଜୁଲାଇ ୨୨ରେ ଶ୍ରୀହରିକୋଟା ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ଭାରତର ଚନ୍ଦ୍ରଯାନ-୨

ଜୁଲାଇ ୨୨ରେ ଶ୍ରୀହରିକୋଟା ଲଞ୍ଚ ପ୍ୟାଡ୍‌କୁ ଯିବ ଭାରତର ଚନ୍ଦ୍ରଯାନ-୨। ଦିନ ୨.୪୩ ମିନିଟ୍‌ରେ ହେବ ଉତ୍‌କ୍ଷେପଣ। ଇସ୍ରୋ ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି। ପୂର୍ବରୁ ଜୁଲାଇ ୧୫ରେ ଉତ୍‌କ୍ଷେପଣ ହେବାର ଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲ୍‌ଭି…

ମହାକାଶ ଇତିହାସରେ ଯୋଡି ହେବ ଆଉ ଏକ ସଫଳ ଅଧ୍ୟାୟ, ଚନ୍ଦ୍ରାୟନ-୨ର ପ୍ରକ୍ଷେପଣ ପାଇଁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ

ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଚନ୍ଦ୍ରାୟନ-୨ର ପ୍ରକ୍ଷେପଣ ପାଇଁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରି କୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସୋମବାର ରାତି ୨ଟା ୫୧ ମିନିଟରେ ଏହାର ଉତକ୍ଷେପଣ ହେବ। ମାନବ ବିହୀନ ଚନ୍ଦ୍ରାୟନ…

ଏ କି ପୁରସ୍କାର ? Chandrayaan-2 ପୂର୍ବରୁ ସରକାର କାଟିଲେ ଇସ୍ରୋ ବୈଜ୍ଞାନିକଙ୍କ ବେତନ

ଗୋଟିଏ ପଟେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରାୟାନ ୨ ଲଞ୍ଚିଂ ପାଇଁ ଲାଗିଛନ୍ତି, ଦେଶର ନାଁ ଉଚ୍ଚା କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ଏହି ବୈଜ୍ଞାନିକ ଦରମା କାଟିବାରେ ଲାଗିଛନ୍ତି । ବନ୍ଦ ହୋଇଯିବ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ୧୯୯୬ରୁ ଅତିରିକ୍ତ…