ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ, ଫଟୋ ଜାରି କଲା ନାସା
ନୂଆଦିଲ୍ଲୀ: ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ । ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କଲା ନାସା । ନାସା ମୁନ୍ ମିସନ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ପାଇଛି । ସେପ୍ଟେମ୍ବର ୭ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବିକ୍ରମ ଲ୍ୟାଣ୍ଡର ସହ…