Browsing Tag

change

ପ୍ରତିଦିନ ଶରୀରରେ ଏପରି କିଛି ଲକ୍ଷଣ ଦେଖାଯାଉଛି କି ? ସାବଧାନ ନଚେତ ଆଗକୁ ଯାଇ ହୋଇପାରେ ବଡ଼ ସମସ୍ୟା

ଆମ ଖାଦ୍ୟ ଅଭ୍ୟାସ ଯୋଗୁ ସ୍ୱାସ୍ଥ୍ୟ ସିଧାସଳଖ ପ୍ରଭାବିତ ହୋଇଥାଏ । କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ, ବରଂ ଏଥିରୁ ଆମ ଶରୀରକୁ କେତେ ପୁଷ୍ଟିକର ଖାଦ୍ୟ ମିଳୁଛି, ତାମଧ୍ୟ ଦେଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଶରୀରକୁ ଖାଦ୍ୟରୁ ଶକ୍ତି ମିଳିଥାଏ । ଖାଦ୍ୟ ଯୋଗୁ ହିଁ ଆମ…

ସୂର୍ଯ୍ୟଙ୍କ ଗରମ ପବନରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ, ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ଆମ ସୌର ମଣ୍ଡଳରେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଏଠାରେ ଉପସ୍ଥିତ ଥିବା ୮ଟି ଗ୍ରହରେ ଭିନ୍ନ ଭିନ୍ନ ଘଟଣା ଘଟୁଥାଏ । ସେହିପରି ଭାବେ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଲୋକମାନେ ବସବାସ କରୁନାହାନ୍ତି । ସେଥିପାଇଁ ଏହି ଗ୍ରହରେ କିଛି ବି ଘଟଣା…

ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ। NHRC ଗାଇଡ୍‌ଲାଇନ୍‌ ଅନୁୟାୟୀ ତଦନ୍ତ ହେଉଛି। ଅତିରିକ୍ତ ଡିସିପି ଏହାର ତଦାରଖ କରୁଛନ୍ତି। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ NHRCକୁ ପଠାଯିବ।ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ସଂପୃକ୍ତ…

ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ୱର ବାସୀଙ୍କୁ ଚେତାବନୀ ଦେଲେ ସ୍ୱିଡ଼େନ ଝିଅ ଗ୍ରେତା

ଯେଉଁ ବୟସର ପିଲା ସାଧାରଣତଃ ଖେଳ କୁଦ, ମୌଜ ମଜଲିସରେ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ସେହି ସ୍ଥାନରେ ଜଣେ ୧୬ ବର୍ଷ ବୟସର ଜଣେ କିଶୋରୀ ଜଳବାୟୁ ପରିବର୍ତ୍ତନ ନେଇ ଏତେ ମାତ୍ରାରେ ଏବେଠୁ ଚିନ୍ତିତ ତାହା ଶୁଣି ଆପଣ ଆଶ୍ଚର୍ୟ ହେଉଥିବେ ନିଶ୍ଚିତ । ସ୍ୱିଡ଼େନ ଜନ୍ମିତ ଏହି କିଶୋରୀ ଜଣକ…

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ଗୃହ ସଚିବ ଅସିତ ତ୍ରିପାଠୀ ହୋଇଛନ୍ତି କେବିକେ ମୁଖ୍ୟ ପ୍ରଶାସକ। ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅସିତ ତ୍ରିପାଠୀ। କେବିକେ ମୁଖ୍ୟ ପ୍ରଶାସକ ଥିବା ସୁଦର୍ଶନ ପାଲ ଠାକୁର ହୋଇଛନ୍ତି ଗୋପବନ୍ଧୁ ଏକାଡେମୀ ଡିଜି। ସି.ଜେ. ଭେନୁଗୋପାଳଙ୍କୁ ରାଜସ୍ୱ…

ଭିକାରୀଙ୍କୁ ଦାନ ନଦେଇ ଯୁବକ କଲେ ଏମିତି କାମ, ଭିକାରୀ ହୋଇଗଲେ ରୋଜଗାରକ୍ଷମ

ଲକ୍ଷ୍ନୌ: ସଡକରେ ଯେତେବେଳେ ଆମେ ଏକ ଭିକାରୀକୁ ଭିକ୍ଷା ମାଗୁଥିବାର ଦେଖିୁ ସେତେବେଳେ ଦୟା ଦେଖାଇ ଆମେ ତାକୁ କିଛି ପଇସା ଦେଇଥାଉ । କିନ୍ତୁ ଥରେ ଭିବିଲେ ସେମାନଙ୍କୁ ଗୋଟିଏ ଥର ଖାଇବାକୁ ଦବା ବଦଳରେ ଯଦି ସବୁଦିନ ଖାଇବା ପାଇଁ ବ୍ୟବସ୍ଥ କରାଯାଏ ତେବେ କେତେ ପୁଣ୍ୟ ମିଳନ୍ତା । ଏମିତି କିଛି…