Browsing Tag

char dham yatra

ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ, ଖୋଲିବ ବାବା କେଦାରନାଥଙ୍କ କପାଟ

ଖୋଲିବ ବାବା କେଦାରନାଥଙ୍କ ଧାମ । ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର…

ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା ଆରମ୍ଭ, ଅନଲାଇନ ଏବଂ ଅଫଲାଇନ ରେଜିଷ୍ଟ୍ରେସନ ଖୁବଶୀଘ୍ର ଆରମ୍ଭ

ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଥର ଭଳି ଯାତ୍ରା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆଧାର…

ଉତ୍ତରାଖଣ୍ଡ: ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା, ଏକ ମାସ ପର୍ଯ୍ୟନ୍ତ VIP ଦର୍ଶନ ବନ୍ଦ

ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ଏପ୍ରିଲ ୩୦ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେବ ।…

ସାଇକେଲରେ ଚାରିଧାମ ଓ ୧୨ ଜ୍ୟୋତିର୍ଲିଙ୍ଗ ପରିଭ୍ରମଣ, ଉଦ୍ଦେଶ୍ୟ ସନାତନ ଧର୍ମର ପ୍ରଚାର ପ୍ରସାର

ଟାଙ୍ଗି: ଭାରତରେ ପ୍ରାଚୀନ ସନାତନ ପରମ୍ପରା ଏବଂ ହିନ୍ଦୁ ଧର୍ମର ପ୍ରଚାର-ପ୍ରସାର କରିବାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ମହାନ ଅବଦାନ ରହିଥିଲା । ଭାରତୀୟ ସନାତନ ପରମ୍ପରାକୁ ପୁରା ଦେଶରେ ପ୍ରଚାର କରିବା ପାଇଁ ଭାରତର ଚାରି କୋଣରେ ୪ଟି ଶଙ୍କରାଚାର୍ଯ୍ୟ ମଠ ସ୍ଥାପନା କରିଥିଲେ ।…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଆଲର୍ଟ ଜାରି, ସ୍ଥଗିତ ରହିଲା ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା । ସତର୍କତା ଦୃଷ୍ଟିରୁ ଏଠାରେ ଚାରିଧାମ ଯାତ୍ରାକୁ ରବିବାର ସ୍ଥଗିତ ରଖାଯାଇଛି । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଡ଼ଓ୍ଵାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି । ପାଣିପାଗ ବିଭାଗ ଉତ୍ତରାଖଣ୍ଡରେ…

ମାତ୍ର ଦେଢ ମାସରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କଲେଣି କେଦାରନାଥ ଯାତ୍ରା, ଦର୍ଶନକୁ ଆଉ ୪ ମାସ ବାକି

ଉତ୍ତରାଖଣ୍ଡ ସ୍ଥିତ ବାବା କେଦାରନାଥ ଧାମ ଦର୍ଶନ ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ମୌସୁମୀ ଆସିବା ପରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିଛନ୍ତି । ୧୦ ମଇରୁ ଆରମ୍ଭ ହୋଇଥିବା ଯାତ୍ରାରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିବା…

ଚାରିଧାମ ଯାତ୍ରାରେ ୨୦ ଜଣଙ୍କ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ବୟସର ଶ୍ରଦ୍ଧାଳୁଙ୍କ ପାଇଁ ‘ଇ-ସ୍ୱାସ୍ଥ୍ୟ ଧାମ’ ଆପ୍…

ଚାରିଧାମ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଚାରିଧାମ ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଗଭୀର ଚିନ୍ତାପ୍ରକଟ…

ଚାରି ଧାମରେ କରିପାରିବେ ନାହିଁ ରିଲ୍ସ ଓ ଭିଡିଓ, ମେ’ ୩୧ ଯାଏଁ VIP ଦର୍ଶନ ବନ୍ଦ

ଉତ୍ତରାଖଣ୍ଡର ଚାରି ଧାମରେ ଆଉ କେହି ଭିଡିଓଗ୍ରାଫି ଏବଂ ରିଲ୍ସ କରିପାରିବେ ନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚାରି ଧାମ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ମନ୍ଦିର ପରିସରଠାରୁ ୫୦ ମିଟର ମଧ୍ୟରେ ସୋସିଆଲ ମିଡିଆ ପାଇଁ ରିଲ୍ସ କିମ୍ବା…

ବନ୍ଦ ହେବ ଚାରିଧାମ ଯାତ୍ରା, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ତାରିଖ ହେଲା ଘୋଷଣା

ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଗଙ୍ଗୋତ୍ରୀ ଧାମର କପାଟ ୧୪ ନଭେମ୍ବରରେ ବନ୍ଦ କରାଯିବ, ସେହିପରି ୧୫ ନଭେମ୍ବରରେ ଯମୁନୋତ୍ରୀ…

ବର୍ଷା ଓ ବରଫପାତ ମଧ୍ୟରେ ଖୋଲିଲା ବଦ୍ରିନାଥଙ୍କ କପାଟ, ହେଲିକପ୍ଟରରେ ହେଲା ଫୁଲ ବର୍ଷା

ଉତ୍ତରାଖଣ୍ଡର ହିମାଳୟ କ୍ଷେତ୍ରରେ ସ୍ଥିତି ବାବା ବଦ୍ରିନାଥ ଧାମର କପାଟ ଆଜି ସକାଳେ ଖୋଲିଛି । ସକାଳ ୭.୧୦ ମିନିଟରେ ବାବାଙ୍କ କପାଟ ଖୋଲିଛି । ବାବା ବଦ୍ରିନାଥଙ୍କ କପାଟ ଖୋଲିବା ପରେ ହେଲିକପ୍ଟରରେ ଫୁଲ ବର୍ଷା କରାଯାଇଛି । ମନ୍ଦିରକୁ ୧୫ କୁଇଣ୍ଟାଲ ଫୁଲରେ ସଜାଯାଇଛି । କପାଟ ୬ ମାସ ବନ୍ଦ…

ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ଦୁର୍ଘଟଣା ବିମା

ବଦ୍ରିନାଥ : ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ୧ ଲକ୍ଷ ଟଙ୍କା ବୀମା ମିଳିବ । ଯେଉଁମାନେ କେଦାରନାଥ, ବଦ୍ରିାନଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ପରିସରରେ କୌଣସି ଦୁର୍ଘଟଣା ହେଲେ ସେମାନଙ୍କୁ ଏହି ବୀମା ରାଶି ମିଳିବ । କେଦାରନାଥ –ବଦ୍ରିନାଥ ମନ୍ଦିର ସମିତି ର ମିଡିଆ ପ୍ରଭାରୀ ହରିଶ…

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ମିଳିବ ୪ଧାମର ପୁଣ୍ୟ ଫଳ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ଆସନ୍ତା ମେ ମାସ ୩ ତାରିଖ ମଙ୍ଗଳବାରରେ ଏହିଶୁଭ ପର୍ବ ପଡ଼ୁଛି । ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କୌଣସି ଶୁଭ କାର୍ଯ୍ୟରେ ବିଘ୍ନ ଘଟିନଥାଏ। ସେହିପରି ଏହି ଦିନ…