Browsing Tag

characteristic

ସାବଧାନ ! ଏବେ ଆଉ ବଦଳିପାରିବେନି ଗାଡ଼ିର ଚେହେରା, ନହେଲେ ଭରିବାକୁ ପଡ଼ିବ ବଡ଼ ଜରିମାନା : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଯଦି ଆପଣ ନିଜର ଦୁଇଚକିଆ ଯାନ ବା କାରର କୌଣସି ପରିବର୍ତ୍ତନ କରି ତାହାକୁ ନୂତନ ରୁପ ଦେବାକୁ ଚାହୁଁଛନ୍ତି ତେବେ ସାବଧାନ। କାରଣ ଆପଣଙ୍କ ଏହି ପଦକ୍ଷେପ ଆପଣଙ୍କୁ ଜେଲ ପହଞ୍ଚାଇପାରେ। ସୁପ୍ରିମକୋର୍ଟ ଦ୍ବାରା ଲାଗୁ କରାଯାଇଥିବା ନିୟମନୁଯାୟୀ, ମୋଟର କମ୍ପାନି ଦ୍ବାରା ପ୍ରସ୍ତୁତ…