ପେଟ୍ରୋଲ-ଡିଜେଲ ଦାମ୍ ବୃଦ୍ଧିରୁ ମହଙ୍ଗା ହେଲା ଚାରିଧାମ ଯାତ୍ରା! ଏଥର ଯାତ୍ରୀ ଗଣିବେ ଦୁଇଗୁଣାରୁ ଅଧିକ ଭଡ଼ା
ମହଙ୍ଗା ମାଡ଼ ଏବେ ଭଗବାନଙ୍କ ଦର୍ଶନ ଉପରେ ମଧ୍ୟ ପଡ଼ିବାକୁ ଯାଉଛି। ପେଟ୍ରୋଲ-ଡିଜେଲର ଦାମ୍ ବୃଦ୍ଧି ହେତୁ ଏଥର ଚାରିଧାମ ଯାତ୍ରା ଗତବର୍ଷ ତୁଳନାରେ ମହଙ୍ଗା ହୋଇଯାଇଛି। ଯାତ୍ରାରେ ସବୁଠାରୁ ଅଧିକ ଚାଲୁଥିବା ଟେମ୍ପୋ ଟ୍ରାଭେଲରର (୧୨ରୁ ୧୪ ସିଟ୍) ସଞ୍ଚାଳକମାନେ ଭଡ଼ା ଦୁଇଗୁଣାରୁ ଅଧିକ ବଢ଼ାଇ…