ଲଞ୍ଚ ହେଲା Realmeର ସବୁଠାରୁ ଫାଷ୍ଟ ଚାର୍ଜର, ୫ ମିନିଟରେ ଫୁଲ ଚାର୍ଜ ହେବ ଫୋନ୍
Realme ଦୁନିଆର ସବୁଠାରୁ ଫାଷ୍ଟ ଚାର୍ଜର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ ଏହି ଚାର୍ଜର ସ୍ମାର୍ଟଫୋନକୁ ମାତ୍ର ୫ ମିନିଟରୁ କମ୍ ସମୟରେ ଚାର୍ଜ କରିପାରିବ। ୩୨୦W ଫାଷ୍ଟ ଚାର୍ଜିଂ କ୍ୟାପାସିଟି ଥିବା ଏହି ଚାର୍ଜର୍ କୁ ସୁପରସୋନିକ୍ ନାଁ ଦିଆଯାଇଛି । Realmeର ଏହି ଚାର୍ଜିଂ…