Browsing Tag

Chariot construction

ଜୋରସୋରରେ ଚାଲିଛି ରଥ ନିର୍ମାଣ, ୪ ଦିନ ପୂର୍ବରୁ ଉଠିଲା ଚାରି ନାହାକା

ପୁରୀ (କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ, ୩ ରଥର ୪୨ ଚକ ମଧ୍ୟରୁ ୧୮ ପ୍ରସ୍ତୁତ

ପୁରୀ(କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। ଆଉ ଦିନକ ପରେ ଶ୍ରୀକ୍ଷେତ୍ରରେ ଭଉଁରୀ। ତିନି ରଥ ପାଇଁ ଦୁଇଟି ଚକ ଓ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ। ୩ ରଥର ୪୨ ଚକ ମଧ୍ୟରୁ ୧୮ ଚକ ପ୍ରସ୍ତୁତ ହୋଇଛି। ତାଳଧ୍ୱଜ ରଥର ୫ଟି, ଦର୍ପଦଳନ ରଥର ୪ଟି ଓ…

ଚଳଚଞ୍ଚଳ ରଥଖଳା: ରଥଯାତ୍ରା ପାଇଁ ଆଗେଇ ଚାଲିଛି କାମ, ତିନି ରଥ ପାଇଁ ଆବଶ୍ୟକ ୪୨ ଚକର ୪୨ଟି ତୁମ୍ବ ଶେଷ

ପୁରୀ(କେନ୍ୟୁଜ୍‌) : ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ନିହଣ,ମୁଗର ଓ ବାରିସି ମାଡର ଧ୍ୱନୀରେ ଗୁଞ୍ଜରି ଉଠୁଛି ରଥଖଳା। ପ୍ରଥମେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ କରାଯାଇଥାଏ। ଚକର ମଝି ଅଂଶ ନିର୍ମାଣ ହେଉଛି। କରତିଆ ସେବକଙ୍କ ଦ୍ୱାରା ଫାସୀ କାଠରେ ସମସ୍ତ ୪୨ଟି…

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି । ପୋଟଳ ଖମ୍ବି,ପୋଟଳ…

ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ

ପୁରୀ: ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ରଥଖଳାରେ ଚାଞ୍ଚ ପଡି କପଡା ଗୁଡ଼ାଯିବା ପରେ ରଥନିର୍ମାଣ କରାଯାଉଛି । ତିନିରଥର ୪୨ତୁମ୍ବରୁ ୧୨ଟି ତୁମ୍ବ କାମ ସରିଲାଣି । ଆଉ ୭ ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଜାରି ରହିଛି ।…

ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ବନ୍ଦ ରହିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ: ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି । କେବଳ ପରମ୍ପରା ଅନୁଯାୟୀ ନୃସିଂହ ଚତୁର୍ଦ୍ଦଶୀ ଥିବାରୁ କୋଣଗୁଜ ଅନୁକୂଳ ନୀତି ଅନୁଷ୍ଠିତ ହୋଇଛି । ଏପଟେ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇ କର୍ତ୍ତୁପକ୍ଷ। କୀର୍ତ୍ତନ ଚକଡା ଓ ଜଗମୋହନ…

ଆଜିକୁ ମାସେ ରହିଲା ରଥଯାତ୍ରା, ଅନିଶ୍ଚିତତା ଭିତରେ ଚାଲିଛି ରଥ ନିର୍ମାଣ

ପୁରୀ(କେନ୍ଯୁଜ୍): ଚଳିତ ବର୍ଷ ଅନିଶ୍ଚିତତା ଭିତରେ ଚାଲିଛି ରଥ ନିର୍ମାଣ। ଏପେଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାସେ ରହିଲା, ହେଲେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ଆଲୋଚନା କରାଯାଇନାହିଁ । ଅନ୍ଯପଟେ ଯଦି ରଥଯାତ୍ରା ହେବ ତେବେ କିପରି ହେବ, ସେନେଇ ସସ୍‌ପେନ୍ସ ଜାରି…