ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ
କେନ୍ଦୁଝର(କେନ୍ୟୁଜ୍) : ବିଶ୍ୱର ସର୍ବବୃହତ ରଥର ମାନ୍ୟତା ପାଇଲା କେନ୍ଦୁଝର ରଥ । ଗତକାଲି INDIAN BOOK OF RECORDଏହି ମାନ୍ୟତା ଦେଇଛି । INDIAN BOOK OF RECORDର ଜୁରୀ ହେଡ୍ ରାକେଶ ବର୍ମା ଆସି ସାର୍ଟିଫିକେଟ ପ୍ରଦାନ କରିଥିଲେ । ପୂର୍ବରୁ ଗ୍ଲୋବାଲ ରେକର୍ଡସ୍ ରିସୋସର୍ସ…