ଡାହୁକ ଛାଡ଼ିଲା ଡାକ, ବଡ ଦାଣ୍ଡେ ଗଡ଼ିଲା ରଥ….ବିନା ଭକ୍ତରେ ଟାଣି ନେଉଛନ୍ତି ସେବାୟତ
ପୁରୀ(କେନ୍ଯୁଜ୍): ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ନୀତି ନୀର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି। ରତ୍ନଦେବୀ ଛାଡି ଜନ୍ମଦେବୀ ଅଭିମୁଖେ ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି । ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଉଛନ୍ତି ସେବାୟତ।…