Browsing Tag

chariot

ବଡ଼ ଠାକୁରଙ୍କ ବଡ଼ ରଥ ‘ତାଳଧ୍ୱଜ’, ଜାଣନ୍ତୁ ବଳଭଦ୍ରଙ୍କ ରଥର ସ୍ୱତନ୍ତ୍ରତା

ଆଉ ଦୁଇଟା ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି। ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି ତିନି ଦିଅଁ। ଏଣୁ ବୁଧବାର ଅନୁଷ୍ଠିତ ହେଉଛି ନବଯୌବନ ଦର୍ଶନ। ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ…

ଜୋରସୋରରେ ଚାଲିଛି ରଥ ନିର୍ମାଣ, ୪ ଦିନ ପୂର୍ବରୁ ଉଠିଲା ଚାରି ନାହାକା

ପୁରୀ (କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ…

ବିଶ୍ଵର ସବୁଠାରୁ ବଡ ରଥ ଭାବେ ଗିନିଜ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ରଥ

କେନ୍ଦୁଝର(କେନ୍ୟୁଜ୍): ଆମ ଓଡିଶା ମହାନ୍। ଏଠିକାର ପରମ୍ପରା, ପର୍ବ ପର୍ବାଣି ନିଆରା। ତେବେ ଏଥି ମଧ୍ଯରୁ ରଥ ଯାତ୍ରା ଅନ୍ଯତ୍ତମ। ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ଯ। ଏହି ପରୀପେକ୍ଷିରେ କେନ୍ଦୁଝରରେ ମଧ୍ଯ ଆରମ୍ଭ ହୋଇଛି ବୃହତ ରଥର ।…

ଶରଧାବାଲୀରେ ପହଞ୍ଚିଲା ତିନି ରଥ, ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ କାଳିଆ ମୁହଁରେ ନଥିଲା ହସ

କେନ୍ୟୁଜ୍(ବ୍ୟୁରୋ): ରଥ, ପଥ ଜଗନ୍ନାଥ ମୟ । ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ । ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ସଜେଇ ହୋଇଥିଲା । ସିଂହଦ୍ୱାରରେ ଅପେକ୍ଷାରତ ଥିଲେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ପାଇଁ ଘଣ୍ଟଘଣ୍ଟା, ମୃଦଙ୍ଗ ଓ ଅନ୍ୟାନ୍ୟ…

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି । ପୋଟଳ ଖମ୍ବି,ପୋଟଳ…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଯୋରଦାର ଚାଲିଛି ରଥ ନିର୍ମାଣ କାମ, ଅନୁକୂଳ ପରେ ଚକରେ ଲାଗିଛି ପନ୍ଦାରୀ ଓ ବଳା

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି। ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି ।…

ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ

ପୁରୀ: ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ରଥଖଳାରେ ଚାଞ୍ଚ ପଡି କପଡା ଗୁଡ଼ାଯିବା ପରେ ରଥନିର୍ମାଣ କରାଯାଉଛି । ତିନିରଥର ୪୨ତୁମ୍ବରୁ ୧୨ଟି ତୁମ୍ବ କାମ ସରିଲାଣି । ଆଉ ୭ ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଜାରି ରହିଛି ।…

ନବ ଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ

ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା ।  ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ ଏହାରି ଭିତରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି…

ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ହରିବୋଲ ଶବ୍ଦରେ କମ୍ପି ଉଠୁଛି…

ରାଜଧାନୀରେ ସୁବଳ ମହାରଣାଙ୍କ ଦ୍ବାରା ନିର୍ମିତ ବିଶ୍ବର ସବୁଠୁ କୁନି ରଥ ! ଗିନିଜି ବୁକ୍‌ରେ ସ୍ଥାନିତ କରିବାକୁ କରିବେ…

ଭୁବନେଶ୍ବର: ରାଜଧାନୀ ବାସିନ୍ଦା ସୁବଳ ମହାରଣା। ଷ୍ଟେଟବ୍ୟାଙ୍କରେ କାମ କରନ୍ତି । ଫୁରସତ ମିଳିଲେ ଲାଗିପଡନ୍ତି ନିଜର କୁଳ ବେଉଷାରେ । କିଛି ନୂଆ ଜିନିଷ ତିଆରି କରିବାକୁ ସବୁବେଳେ କରିଥାନ୍ତି ଚେଷ୍ଟା । ତେବେ ଏହି ଲକଡାଉନ ସମୟରେ ସେ ସମୟ ବାହାର କରି ନିର୍ମାଣ କରିଛନ୍ତି କୁନି ରଥ । ଯାହାର…

ଶ୍ରୀପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ଅନୁକୂଳ ହେଲା ରଥକାଠ, ପରଂପରା ଅନୁଯାୟୀ କରାଗଲା ପୂଜାର୍ଚ୍ଚନା

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପାଇଁ ଅନୁକୂଳ ହୋଇଛି ରଥକାଠ । ପରଂପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି । ରାଜଗୁରୁ ଓ…