Browsing Tag

charkhai

ଛାଡଖାଇ ପାଳିବା ପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ଦୋକାନରେ ଲୋକଙ୍କ ଭିଡ

ଭୁବନେଶ୍ବର (କେନ୍ୟୁଜ୍) : ଛାଡଖାଇ ପାଳିବା ପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ଦୋକାନରେ ଲୋକଙ୍କ ଭିଡ। ନିଜ ପସନ୍ଦ ଅନୁଯାୟୀ, ମାଛ, ମାଂସ ଓ ଚିକେନ୍ କିଣି ଘରକୁ ନେଉଛନ୍ତି। ଗତକାଲି ଛାଡଖାଇ ପଡିଥିଲେ ମଧ୍ୟ ଶନିବାର ଥିବାରୁ ଆମିଷ ବଜାରରେ ଗହଳି କମ୍ ଥିଲା। ତେବେ ଆଜି ରବିବାର। ବାର ଥିବାରୁ…