Browsing Tag

charlie chaplin

ମୃତ୍ୟୁ ପରେ କବରରୁ ଗାୟବ ହୋଇଯାଇଥିଲା ଚାର୍ଲି ଚାପଲିନଙ୍କ ମୃତଦେହ, ଜାଣନ୍ତୁ କିଏ ରଚିଥିଲା ଏହି କାଣ୍ଡ

ଚାର୍ଲି ଚାପଲିନଙ୍କ ନାଁ ଶୁଣିବା ମାତ୍ରକେ ଓଠରେ ହସ ଖେଳିଯାଏ। ସେ ସାରା ଜୀବନ ଲୋକଙ୍କ ଓଠରେ ହସ ଫୁଟାଇଥିଲେ। ମୁକ ଫିଲ୍ମରେ ଚମତ୍କାର ଅଭିନୟ କରି ଚାର୍ଲି ଦର୍ଶକଙ୍କ ହୃଦୟରେ ନିଜ ଛାପ ଛାଡ଼ିଯାଇଛନ୍ତି। ସାରା ଜୀବନ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଥିଲା ଚାର୍ଲି ଚାପଲିନଙ୍କ ବ୍ୟକ୍ତିଗତ…