୮୭ ବର୍ଷରେ ଚାଲିଗଲେ ‘ଦାଦି ଫ୍ୟାନ୍’ ଚାରୁଲତା, , ହ୍ଵିଲଚେୟାରରେ ବସି ଭାରତୀୟ ଟିମକୁ କରିଥିଲେ ଉତ୍ସାହିତ
ଟିମ୍ ଇଣ୍ଡିଆର ୮୭ ବର୍ଷିୟା ଖାସ୍ ଫ୍ୟାନ ଚାରୁଲତାଙ୍କର ନିଧନ ହୋଇଛି। ଗତ ବର୍ଷ ଇଣ୍ଡଲରେ ହେଉଥିବା କ୍ରିକେଟ ବିଶ୍ୱକପରେ ଭାରତ ସେମିଫାଇନାଲରେ ହାରିଯାଇଥିଲେ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ୮୭ ବର୍ଷିୟା ଭାରତୀୟ ଫ୍ୟାନ୍ ଚାରୁଲତା ପଟେଲ ସମସ୍ତଙ୍କ ମନ ଜିତି ନେଇଥିଲେ। ମ୍ୟାଚ ପରେ…