ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା: ବାପାଙ୍କ ସହ ଥାନାରେ ପହଁଚିଲେ ପୀଡିତ
ଯାଜପୁର (କେନ୍ୟୁଜ): ଜଣେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଅନ୍ୟ କିଛି ଛାତ୍ର ପିଟୁଥିବାର ଭିଡିଓ ବର୍ତ୍ତମାନ ଭାଇରଲ ହେଉଛି । ଏନେଇ ଆଜି ପୀଡିତ ଛାତ୍ର ଓ ତାଙ୍କ ବାପା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଏହି ଥାନା ବାଲିକୁଦା ଗ୍ରାମର…