Browsing Tag

chasi samabesh in ganjam

ପୁରୀ ପରେ ଗଞ୍ଜାମରେ ଚାଷୀ ସମାବେଶ , ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର(କେନ୍ୟୁଜ୍) : ପୁରୀ ପରେ ଗଞ୍ଜାମ ଜିଲ୍ଲାରେ ବିଶାଳ ଚାଷୀ ସମାବେଶ। ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଏକାଠି ହେବେ ହଜାର ହଜାର ଲୋକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶକୁ ଉଦ୍‌ଘାଟନ କରିବେ। ଏହାସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରାଯିବ।…