ଏବେ ଫୋନ୍ ବଦଳାଇଲେ ବି ଆଉ ଟେନ୍ସନ୍ ନାହିଁ, ସହଜରେ ଟ୍ରାନ୍ସଫର କରିପାରିବେ ହ୍ଵାଟ୍ସଆପ୍ ଚାଟ୍
ହ୍ଵାଟ୍ସଆପ୍ ୟୁଜରଙ୍କ ପାଇଁ କମ୍ପାନୀ ତରଫରୁ ପ୍ରତିଦିନ ନୂଆ ନୂଆ ଫିଚର ଆସୁଛି। ଏହା ସାହାଯ୍ୟରେ ଲୋକମାନେ ସହଜରେ ଏହି ଆପ୍କୁ ବ୍ୟବହାର କରିପାରୁଛନ୍ତି। କିନ୍ତୁ ଏବେ ହ୍ଵାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, କମ୍ପାନୀ ଏକ ଏଭଳି ଫିଚର ଉପରେ କାମ…