ବଦଳିଲା ବିହାରୀ କଏଦୀ ମଧୁକାନ୍ତର ଠିକଣା, ଚୌଦ୍ଵାର ମଣ୍ଡଳ କାରାଗାରରୁ ଝାରପଡ଼ା ଜେଲ୍ ସ୍ଥାନାନ୍ତର
କଟକ: ବଦଳିଲା ବିହାରୀ କଏଦୀ ମଧୁକାନ୍ତର ଠିକଣା । ଝାରପଡ଼ା ଜେଲ୍ ନୂଆ ଠିକଣା । ଚୌଦ୍ଵାର ମଣ୍ଡଳ କାରାଗାରରୁ ଆସିଲା ଝାରପଡ଼ା ଜେଲ୍। ପୁଣି ଫେରାର ହୋଇଯିବା ଆଶଂକାରେ ତାକୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ଜେଲ୍ ଚୌଦ୍ବାର ସର୍କଲ କର୍ତ୍ତୃପକ୍ଷ । ମଧୁକାନ୍ତର ହାତ ଓ…