JIO ଆଣୁଛି ଦୁନିଆର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍, ଫଟୋ ଦେଖି ଲୋକେ ହେଲେ ଏକ୍ସାଇଟେଡ୍
ବର୍ଷର ଆରମ୍ଭରେ JioPhone 5G ବିଷୟରେ ଜଣାଇଥିଲା କମ୍ପାନୀ । ତେବେ ପ୍ରଥମରୁ ହିଁ ଫୋନର ଫିଚର୍ସ ସାମ୍ନାକୁ ଆସି ସାରିଛି । ଏହି ଫୋନ୍ ଭାରତର ସବୁଠାରୁ ବଜେଟ ୫ଜି ସ୍ମାର୍ଟଫୋନ୍ ହେବ । ଏବେ ଫୋନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଜିଓଫୋନ୍ ୫ଜି ୟୁନିଟ ଏକ ଟ୍ବିଟର ୟୁଜରଙ୍କ ଦ୍ବାରା ଏହାକୁ…