Browsing Tag

Cheapest car alto

ମାରୁତି ଲଞ୍ଚ କରିବ ଶସ୍ତା Alto କାର୍ ! ୪ ଲକ୍ଷରୁ କମ୍ ଦାମରେ ମିଳିବ ଦମଦାର ଫିଚର୍ସ

ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର Alto। ଏବେ କିନ୍ତୁ କମ୍ପାନୀ ନୂଆ ଏକ Alto ଆଣିବାକୁ ଯାଉଛି, ଯାହା ପୁରୁଣା Alto ଠାରୁ ଆହୁରି ଶସ୍ତା ସହିତ ଦମଦାର ଫିଚର୍ସ ରହିବ। ଏହି କାର ଅଲ୍ଟୋର ରିପ୍ଲେସମେଣ୍ଟ ରହିବା କିମ୍ବା ନୂଆ ଭର୍ସନ ହେବ। ଅର୍ଥାତ୍ ଏହାକୁ ନୂଆ ରଙ୍ଗରୂପରେ ବଜାରରେ ଉପଲବ୍ଧ…