ସବୁଠାରୁ ଶସ୍ତା ରିଚାର୍ଜ: ଏକ ବର୍ଷ ପାଇଁ ପାଆନ୍ତୁ ଡାଟା ଏବଂ ଫ୍ରି କଲିଂ
ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ନିଜର ବହାରକାରୀଙ୍କ ପାଇଁ ଏକ ବର୍ଷର ବୈଧତା ସହିତ ଅନେକ ଅଫର ପ୍ରଦାନ କରିଥାଏ । ଏକ ବର୍ଷର ଯୋଜନା ନେବାରେ ସବୁଠାରୁ ବଡ ସୁବିଧା ହେଉଛି ଉପଭୋକ୍ତାମାନଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିନଥାଏ । ଏହା ବ୍ୟତୀତ, ପ୍ରତ୍ୟେକ ମାସର ରିଚାର୍ଜ ଠାରୁ…