Browsing Tag

cheater astrologer

ପୂର୍ବ ଜନ୍ମର କଥା କହି ମହିଳା ମାନଙ୍କୁ ଠକୁଥିଲେ ଜ୍ୟୋତିଷ, ୪୦ ଲକ୍ଷ ଲୁଟ ପରେ ପୋଲିସ ଦ୍ୱାରା ଗିରଫ

ଏବେବି ଅନ୍ଧ ବିଶ୍ୱାସରେ ଜଡିତ ଅଛନ୍ତି ମଣିଷ । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା । ଏହା ସହିତ ଜଣେ ଜ୍ୟୋତିଷର କାରନାମା ମଧ୍ୟ ସାମ୍ନାକୁ ଆସିଛି । ଗତକାଲି ଜଣେ ଜ୍ୟୋତିଷକୁ କିଛି ମହିଳା ଘେରି ମାଡ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ଏପରି ଘଟଣା ଘଟଣା…