ଅବନୀତ୍ କୌରଙ୍କ ଉପରେ ଲଗିଲା ଠକେଇ ଅଭିଯୋଗ, ଜାଣନ୍ତୁ ପୂରା ମାମଲା
ବର୍ତ୍ତମାନ ମନୋରଞ୍ଜନ ଜଗତରେ ଅବନୀତ୍ କୌରଙ୍କୁ ଏକ ଭଲ ପରିଚୟ ମିଳିଛି । ତେବେ ଅବନୀତ୍ ୨୦୨୩ରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହା ପରେ ସେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ସହିତ ସେ ଟିଭି ଦୁନିଆରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛନ୍ତି । ଅବନୀତ୍ ନିଜର ପ୍ରଫେସ୍ନାଲ ଏବଂ ପର୍ସନାଲ…