Browsing Tag

cheeks beauty

ଡାର୍କ ସ୍ପଟରୁ ଆରମ୍ଭ କରି ସ୍କିନ ଲାଇଟିଂ ଓ ଏଣ୍ଟି ଏଜିଂ ପାଇଁ ପାନର ଏହି ଟିପ୍ସ ବହୁତ ଲାଭକାରୀ

ପାନ ପତ୍ର ପ୍ରାଚୀନ କାଳରୁ ଘା, କଟା ବା ଚର୍ମ ସହିତ ଜଡିତ ସମସ୍ୟାରେ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦରେ ପାନ ପତ୍ରକୁ ବହୁତ ଉପଯୋଗୀ ମନାଯାଇଥାଏ । ପାନର ତାଜା ରସରେ ଦରଜ ଓ ରକ୍ତ ସ୍ରାବକୁ ରୋକାଯାଇପାରେ । ଏଥିସହିତ ଏହା ବ୍ୟୁଟି ସମ୍ପର୍କିତ ସମସ୍ୟାରେ ମଧ୍ୟ ଚମତ୍କାର କାମ କରିଥାଏ ।…

ଆପଣଙ୍କ ଗାଲ ଭିତରକୁ ପଶିଯାଇଛି କି? ଏହାକୁ ଗୋଲମୋଟଲ କରିବା ପାଇଁ ଲଗାନ୍ତୁ ମେଥି ଦାନା ପେଷ୍ଟ, ଜାଣି ରଖନ୍ତୁ ଆଉ ୪ଟି…

ସବୁ ଯୁବତୀ ଏବଂ ମହିଳା ଚାହାଁନ୍ତି, ସମସ୍ତେ ସେମାନଙ୍କ ସୁନ୍ଦରତାର ପ୍ରଶଂସା କରନ୍ତୁ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ବିଉଟି ଟିପ୍ସ ଆପଣାଇ ଥାଆନ୍ତି। ଏମିତିରେ ଯଦି ଆପଣଙ୍କ ଗାଲ ଭିତରକୁ ପଶିଯାଇଛି କିମ୍ବା ଅଧିକ ପତଳା ଦେଖାଯାଉଛି, ତା’ହେଲେ ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ…