କେବେ ଚିୟରଲିଡର ଥିଲେ କିମ ଜୋଙ୍ଗଙ୍କ ପତ୍ନୀ ରି, ଏହା ଦେଖି ଫିଦା ହୋଇଥିଲେ କିମ, ଜାଣନ୍ତୁ ଏହି ରହସ୍ୟମୟୀ ମହିଳାଙ୍କ…
କିମ ଜୋଙ୍ଗ, ସେହି କ୍ରୁର ଏକଛତ୍ରବାଦୀ ଶାସକ, ଯାହାଙ୍କ କ୍ରୁରତାର କାହାଣୀ ପୂରା ଦୁନିଆ ଜାଣିଛି। ତାଙ୍କ ରହସ୍ୟମୟ ଦୁନିଆର କିଛି କଥା ଏମିତି ବି ରହିଛି, ଯାହାକି ସମୟ ସମୟରେ ମିଡ଼ିଆ ସାମ୍ନାକୁ ଆସିଥାଏ। ତେବେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ତାଙ୍କ ପତ୍ନୀ ରି ସୋଲ ଜୁ, ଯାହାଙ୍କ…