Browsing Tag

Cheetah

କୁନୋରେ ଉତ୍ସବ…; ବର୍ଷକର ହେଲା ‘ମୁଖି’, ନିଜର ପ୍ରଥମ ଜନ୍ମଦିନରେ କେକ୍‌ କାଟିବ ଚିତା ଶାବକ

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଏକ ଖୁସିର ଦିନ । ଭାରତରେ ଜନ୍ମିତ ଚିତା ଶାବକର ଆଜି ହେଉଛି ପ୍ରଥମ ଜନ୍ମଦିନ । ଚିତା ଛୁଆର ଜନ୍ମଦିନକୁ ନେଇ କୁନୋରେ ଉତ୍ସବର ମାହୋଲ । ନାମ୍ବିଆରୁ ଅଣାଯାଇଥିବା ଚିତା ‘ଜ୍ୱାଲା’ ଏଠାରେ ୨୦୨୩ ମାର୍ଚ୍ଚ ୨୯ରେ ୪ ଶାବକଙ୍କୁ ଜନ୍ମ ଦେଇଥିଲା । ଏହି…

ଜ୍ୱାଲା ଦେଲା ଖୁସି ଖବର, ୩ଟି ଶାବକ ଜନ୍ମ ଦେଇ ବଢାଇଲା ଚିତା ସଂଖ୍ୟା

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ବାଘୁଣୀ ଜ୍ବାଲା ଖୁସି ଖବର ଦେଇଛି । ନାମ୍ବିଆରୁ ଆସିଥିବା ବାଘୁଣୀ ଚିତା ଜ୍ବାଲା ୩ ଶାବକଙ୍କୁ ଜନ୍ମ ଦେଲା  । ୩ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ମଧ୍ୟପ୍ରଦେଶ କୁନୋରେ ଚିତା ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ତା’…

କୁନୋରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ, ଏ ପର୍ଯ୍ୟନ୍ତ ଗଲାଣି ୧୦ ଚିତାଙ୍କ ଜୀବନ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ଘଟିଛି । ଶୌର୍ଯ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୧୦ ଚିତାଙ୍କର ଏଠାରେ ମୃତ୍ୟୁ ହୋଇସାରିଲାଣି । ସେଥି ମଧ୍ୟରେ ୩ ଶାବକ ଅଛନ୍ତି । ଶୌର୍ଯ୍ୟ ହେଉଛି ୧୦ମ ଚିତା । ହେଲେ ଏ ପର୍ଯ୍ୟନ୍ତ ଶୌର୍ଯ୍ୟ ମୃତ୍ୟୁର…

‘ପ୍ରୋଜେକ୍ଟ ଚିତା’କୁ ବଡ଼ ସଫଳତା, କୁନୋ ଜାତୀୟ ଉଦ୍ୟାନରେ ଆଶା ଜନ୍ମ ଦେଲା ୩ ଶାବକ

ପ୍ରୋଜେକ୍ଟ ଚିତାକୁ ମିଳିଛି ବଡ଼ ସଫଳତା। କୁନୋରେ ଜନ୍ମ ହେଲେ ୩ ବାଘ ଶାବକ। ନାମିବ୍ୟାରୁ ଆସିଥିବା ମାଈ ଚିତା ‘ଆଶା’ ମା’ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୩ ଶାବକକୁ ଜନ୍ମ ଦେଇଛି ଆଶା। କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସରକାରଙ୍କ ଚିତା ପ୍ରୋଜେକ୍ଟର ସଫଳତା ବିଷୟରେ…

କୁନୋରୁ ନିଖୋଜ ମାଈ ଚିତା ‘ନିର୍‌ଭା’ ୨୨ ଦିନ ପରେ ମିଳିଲା, ଖୋଜାଖୋଜି କରୁଥିଲେ ୧୦୦ରୁ ଅଧିକ ଲୋକ

କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ମାଈ ଚିତା ‘ନିରଭା’କୁ ୨୨ ଦିନ ପରେ ଖୋଜି ବାହାର କରାଯାଇଛି। ରବିବାର ସର୍ଚ୍ଚିଂ ବେଳେ ପ୍ରସିଦ୍ଧ ଧୋରଟ୍‌ ସରକାର ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚିତାର ଲୋକେସନ ମିଳିଥିଲା। ସେଠାରେ ବନ କର୍ମଚାରୀମାନେ ପହଞ୍ଚି ନିରଭାକୁ ଧରିଥିଲେ। ଚିତାକୁ…

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ଆଖି ବୁଜିଲା, ୯କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏଠାରେ ଚିତା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ୬ଟି ଚିତା ସହିତ କୁନୋରେ ଜନ୍ମିତ ୩ ଶାବକଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ରହିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ଵିଟ୍‌ କରି…

କୁନୋରେ ଚିତା ମୃତ୍ୟୁ ଉଦ୍‌ବେଗଜନକ, କିଛି ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

କୁନୋ ଜାତୀୟ ଉଦ୍ୟାନରେ ଏ ପର୍ଯ୍ୟନ୍ତ ୩ ଛୁଆଙ୍କ ସହ ୫ ଚିତାଙ୍କର ମୃତ୍ୟୁ ହୋଇଛି। କ୍ରମାଗତ ଭାବେ ବଢ଼ିଚାଲିଥିବା ଚିତା ମୃତ୍ୟୁକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରୁ…

କୁନୋ ଜାତୀୟ ଉଦ୍ୟାନରେ ୩ ଚିତାବାଘଙ୍କ ବେକରେ ମିଳିଲା ଗଭୀର କ୍ଷତ, ଚିକିତ୍ସା ଆରମ୍ଭ; ଆଫ୍ରିକାରୁ ଆସିବେ ବିଶେଷଜ୍ଞ

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚାରି ଦିନ ମଧ୍ୟରେ ସଂକ୍ରମଣ ହେତୁ ୨ ଚିତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ କୁନୋ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଏଠାରେ ଚିତାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେଥି ମଧ୍ୟରୁ ୩ ଚିତାବାଘଙ୍କ ବେକରେ ଗଭୀର କ୍ଷତ ଦେଖିବାକୁ ମିଳିଛି।…

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତା ‘ସୂରଜ’ର ମୃତ୍ୟୁ, ଚାରି ମାସରେ ମଲେଣି ୮ ଚିତା

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ଏହି ଚିତା ଏନ୍‌କ୍ଲୋଜର ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଆଫ୍ରିକାରୁ ଅଣାଯାଇଥିବା ନର ଚିତା ‘ସୂରଜ’ର ମୃତ୍ୟୁ ଘଟିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରୁ…

ଦକ୍ଷିଣ ଆଫ୍ରିକାରୁ କୁନୋ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ, ଗତ ମାସରେ ଆଖି ବୁଜିଥିଲା ‘ସାଶା’

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଉଦୟର ଚିକିତ୍ସା ଚାଲିଥିଲା। କିନ୍ତୁ ଚିକିତ୍ସା ସମୟରେ ହିଁ ତା’ର ମୃତ୍ୟୁ ହୋଇଥିବା ବନ ବିଭାଗର ରାଜ୍ୟ ମୁଖ୍ୟ ଜେ.ଏସ୍ ଚୌହାନ ସୂଚନା ଦେଇଛନ୍ତି।…

କୁନୋରେ ଖୁସିର ମୁହୂର୍ତ୍ତ! ନାମ୍ବିଆରୁ ଆସିଥିବା ଚିତା ‘ସିଆୟା’ ଏକାଥରକେ ଜନ୍ମ କଲା ୪ ଶାବକ

ମଧ୍ୟ ପ୍ରଦେଶର ଶେଓପୁରର କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି। ଏଠାରେ ନାମ୍ବିଆରୁ ଆସିଥିବା ଏକ ମାଈ ଚିତା ‘ସିଆୟା’ ମା’ ହୋଇଛି। ମାଈ ଚିତା ଏକାଥରକେ ଜନ୍ମ ଦେଇଛି ୪ ଶାବକ। ଏ ସମ୍ପର୍କରେ ଟ୍ଵିଟ୍‌ କରି ପରିବେଶ ମନ୍ତ୍ରୀ ସୂଚନା ସେୟାର କରିଛନ୍ତି। ସେ ଟ୍ୱିଟ ସହ ଏକ ଫଟୋ ମଧ୍ୟ…