Browsing Tag

cheif minister

୧୨୦୦ ଟଙ୍କା ଭତ୍ତା ବଦଳରେ ମିଳୁଛି ୧୦୦୦ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହେଲେ ଦିବ୍ୟାଙ୍ଗ ଯୁବକ

ଢେଙ୍କାନାଳ: ଦିବ୍ୟାଙ୍ଗ ମାନେ କିପରି ସୁରୁଖୁରୁରେ ନିଜର ଗୁଜୁରାଣ ମେଣ୍ଟାଇପାରିବେ ସେନେଇ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି l କିନ୍ତୁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତରେ ଦେଖାଦେଇଛି ଏହାର ବ୍ୟତିକ୍ରମ l ଖୋଦ ସରପଞ୍ଚ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହେବେ ବିଧବା ମହିଳା: ମୁଖ୍ୟମନ୍ତ୍ରୀ

ଝିଅ ବିବାହ କରିବା ଗୋଟିଏ ଗରିବ ବାପା ପାଇଁ କାଠିକର ପାଠ ହୋଇଥାଏ । ଝିଅ ଜନ୍ମ ହେବା ଦିନ ଠାରୁ ବାପା ମୁଣ୍ଡରେ ଚିନ୍ତା ଥାଏ କେମିତି ଝିଅକୁ ବାହା ଦେବି । ଏବେ ଗରିବ ଗୁରୁବା ଲୋକଙ୍କ ଚିନ୍ତା ଦୂର ହୋଇଛି । କାହିଁକି ନା ରାଜ୍ୟ ସରକାର ଏମିତି ଏକ ଉପହାର ଆଣିଛନ୍ତି ଯାହା ଦ୍ବାରା ଗରିବ…

ଧରଣୀଧରଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ବଦଳିବ ବିପ୍ଲବୀ ଧରଣୀଧରଙ୍କ ଜନ୍ମମାଟି କୁସୁମିତା ଗାଁର ଚିତ୍ର । ଭଙ୍ଗା, ଦଦରା ଘରେ, ଦୁର୍ଦ୍ଦିନରେ କାଳ କାଟୁଥିବା ବିପ୍ଲବୀ ଧରଣୀଧରଙ୍କ ଦାୟାଦଙ୍କର ଭାଗ୍ୟର ମଧ୍ୟ ଉଦୟ ହେବ । ଆସନ୍ତା ୫ ତାରିଖ ଧରଣୀଧରଙ୍କ ୧୬୧ ତମ ଜୟନ୍ତୀରେ କୁସୁମିତା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନିଆରା ଢଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କଲେ ଅତିଶୀ, ସିଏମ୍‌ଙ୍କ ଚେୟାର ପାର୍ଶ୍ୱରେ ଚୌକି ପକାଇ…

ଆମ୍ ଆଦମୀ ପାର୍ଟି ନେତା ଅତିଶୀ ଏକ ନିଆରା ଢଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ପାର୍ଶ୍ୱରେ ଏକ ଚୌକି ପକାଇ ବସି ଦାୟିତ୍ୱ ଗ୍ରହଣ କରିଛନ୍ତି । ଅତିଶୀ ସିଏମ୍ ଚେୟାରରେ ନ ବସି ପାର୍ଶ୍ୱରେ ଅନ୍ୟ ଏକ ଚେୟାରରେ ବସିଥିଲେ । ଅତିଶୀ…

ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ନବୀନଙ୍କ ଆଖିରେ ଲୁହ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ନବୀନଙ୍କ ଆଖି ଛଳ ଛଳ ହୋଇଥିଲା। ଆପେଆପେ ଲୁହରେ ଭିଜିଯାଇଥିଲା ଆଖି । ମୁଖ୍ୟମନ୍ତ୍ରୀ ଭକ୍ତି ଓ ଖୁସିରେ ବିଭୋର…

ସହିଦ୍ ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ, ୨୫ଲକ୍ଷ ଟଙ୍କାର ସହାୟତା ରାଶି

ସହିଦ୍ ଓଡ଼ିଆ ଯବାନ ଅଜିତ ସାହୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଟ୍ଵିଟ୍ ଯୋଗେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦେଶ ପ୍ରତି ସହିଦ୍…

ଦିନିକିଆ ବ୍ରହ୍ମପୁର ଓ ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର (କେନ୍ୟୁଜ୍) : ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପକ୍ଷେତ୍ରରେ ଆଗଉଛି ଓଡ଼ିଶା । ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କ୍ରୀଡ଼ାର ପ୍ରସାର ପାଇଁ ଓଡ଼ିଶାକୁ ବିଶ୍ୱ ଧନ୍ୟବାଦ ଦେଉଛି । ଦକ୍ଷତା ବିକାଶ କ୍ଷେତ୍ରରେ ବ୍ୟାପକ ବ୍ୟୟବରାଦ ହୋଇଛି । ଏଥିରେ…

ମୁଖ୍ୟମନ୍ତ୍ରୀଙ୍କ ଟିମ୍‌ଓ୍ଵାର୍କ,ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜିର ( T3)ମନ୍ତ୍ର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ T ଥ୍ରୀ ମନ୍ତ୍ର । ଜୟଦେବ ଭବନରେ ଆୟାଜିତ OPTCL କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବା ବେଳେ ନବୀନ T3 - ଟିମ୍‌ଓ୍ଵାର୍କ,ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜିର ମନ୍ତ୍ର ଦେଇଛନ୍ତି । ସେହିପରି OPTCLର ନିଯୁକ୍ତି ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା…

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର: ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନ୍ମୁକ୍ତ ହେବ ଓଡ଼ିଶା। ଅକ୍ଟୋବର ୨ରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। 'ଆମ ମୁଖ୍ୟମନ୍ତ୍ରୀ ଆମ କଥା' କାର୍ୟ୍ୟକ୍ରମରେ ଅକ୍ଟୋବର ୨ରୁ ସବୁ ମ୍ୟୁନିସିପାଲଟିରେ ଏନେଇ କାର୍ୟ୍ୟ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଭାରତର ରାଷ୍ଟ୍ରଦୂତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବ୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଶୋକ ଦାସ। ଏହି ସମୟରେ ଉଭୟ କ୍ରୀଡା, ଶିଳ୍ପ, ପୁଞ୍ଜି ନିବେଶ ଓ ପର୍ୟ୍ୟଟନ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ବିଶେଷ କରି ବ୍ରାଜିଲ ଫୁଟବଲ ଖେଳରେ…