Browsing Tag

Chemist shops closed

ଔଷଧ ଦୋକାନରେ ସଟର ବନ୍ଦ, ମେଡିସିନ୍ ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ବର (କେନ୍ୟୁଜ୍) :  ସବୁ ବେଳେ ଚଳଚଞ୍ଚଳ ରହୁଥିବା ଔଷଧ ଦୋକାନରେ ଆଜି ସଟର୍ ପଡ଼ିଥିଲା । ଦୋକାନରେ ବଡ଼ ବଡ଼ ତାଲା ଝୁଲୁଥିଲା । ଇ-ଫାର୍ମାସୀ ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଆଜି ଦେଶବ୍ୟାପି ମେଡିସିନ୍ ଷ୍ଟୋର ସବୁ ବନ୍ଦ ରହିଛି । ସାରା ରାଜ୍ୟ ଭଳି ସବୁଠାରୁ ଅଧିକ ଔଷଧ ଦୋକାନ…