Browsing Tag

chena muraki

ଖୁବ ସହଜରେ, ସୁବିଧାରେ ଘରେ ବନାନ୍ତୁ “ଛେନା ମୁରକି”, ମିଠା ଦୋକାନକୁ ଯିବାକୁ ପଡ଼ିବନି

ଯଦି ଆପଣ କାହାକୁ ସରପ୍ରାଇଜ ଦେବାକୁ ଯାଉଛନ୍ତି କିମ୍ବା କିଛି ମିଠା କରି ଖାଇବାକୁ ଚାହୁଁଛନ୍ତି ତେବେ ଆଜି ଏହି ସହଜ ତଥା ସରଳ ରେସିପି ଟି ବନାନ୍ତୁ, ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ । ଯେଉଁ ରେସିପିଟି ଆଜି ଆପଣ ଶିଖିବାକୁ ଯାଉଛନ୍ତି ତା ନାଁ ହେଉଛି "ଛେନା ମୁରକି" । ଯାହାକୁ ଆପଣ…