ଚେନ୍ନାଇରେ ରଥଯାତ୍ରା ପାଳନ କଲେ ପ୍ରବାସୀ ଓଡ଼ିଆ
ପବିତ୍ର ରଥଯାତ୍ରା ଚେନ୍ନାଇରେ ମଧ୍ୟ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ଦକ୍ଷିଣ କ୍ଷେତ୍ର କୁହାଯାଉଥିବା ଚେନ୍ନାଇର କାଭଲମ ପୋଷ୍ଟ କନଠୁର ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ପାଳନ କରାଯାଇଛି। ଉତ୍କଳ ଆସୋସିଏସନ ମାଡ୍ରାସ ପକ୍ଷରୁ ଦୀର୍ଘ ବର୍ଷ ଧରି ପାଳନ କରାଯାଉଛି। ତେବେ…